ଜନ୍ମ ପୂର୍ବରୁ ଶିଶୁର ରୋଧକ୍ଷମତାର ନିର୍ମାଣ

 

ଗୋଟେ ମା ହିସାବ ରେ ଆପଣଙ୍କ ଆହାର ଅନେକ ଦୃଷ୍ଟିକୋଣରୁ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ |ସେଥିପାଇଁ ନିଜ ଶିଶୁ ପାଇଁ ଠିକ ଖାଦ୍ୟ ଖାଇବା ଦରକାର |ଆପଣଙ୍କ ଶିଶୁର ଅଙ୍ଗ ଓ ମସ୍ତିଷ୍କର ଉଚିତ ବିକାଶ, ଭବିଷ୍ୟର ଖାଇବା ଅଭ୍ୟାସ ଏବଂ ସୁସ୍ଥ ରୋଧକ୍ଷମତା ଆପଣଙ୍କର ଗର୍ଭାବସ୍ଥା ବେଳ ର ଖାଇବା ଅଭ୍ୟାସ ଉପରେ ନିର୍ଭର କରେ |

ଗର୍ଭବତୀ ମହିଳାମାନେ ନିଜ ଖାଇବାର ଅନୁକୂଳନ କରିବା କଥା ଯେମିତିକି ତାଙ୍କ ଶିଶୁର ରୋଧକ୍ଷମତାକୁ ଆକାର ଦବ |            ମାତୃକ କୁପୋଷଣ ଅଣୁ ପୁଷ୍ଟିକର ଏବଂ ସ୍ଥୂଳ ପୁଷ୍ଟିକରର କ୍ଷତି କରେ ଯାହା ଜରାୟୁର ଶ୍ବେତରକ୍ତକଣିକାର ବିକାଶ ଉପରେପ୍ରଭାବ ପକାଏ | କଣ ଆପଣ ଜାଣିଛନ୍ତିକି ଗର୍ଭାବସ୍ଥା ଏବଂ ସ୍ତନ୍ୟସ୍ରବଣ ସମୟ ରେ ଆହାର ସମ୍ବନ୍ଧୀ ଅନ୍ତର୍ଗହଣର ଆଉ ଖାଦ୍ୟ ବ୍ୟବହାର(ମାଛ,ଫଳ ଆଉ ପରିବା ଏବଂ ସାମାନ୍ୟ ଏଲର୍ଜୀ ସମ୍ବନ୍ଧିତ ଖାଦ୍ୟ) ଆପଣଙ୍କ ସନ୍ତାନର ପ୍ରତ୍ୟୁର୍ଜତା ରୋଗ ବିରୁଦ୍ଧରେ ରୋଧକ୍ଷମତା ବିକାଶର ପ୍ରମାଣ ଅଛି ?

ଏହା ବିଚାର ଥିଲା କି ଶିଶୁ ଗୁଡିକ ବନ୍ଧ୍ୟା ଗ୍ୟାସ୍ଟ୍ରୋଇନ୍ଟେସ୍ଟାଇନାଲ୍ କ୍ଷେତ୍ର ସହିତ ଜନ୍ମ ହୁଅନ୍ତି ଏବଂ ବୀଜାଣୁ ଗୁଡିକ ଜନ୍ମ ସମୟରେ ମାର ଚର୍ମ ସହିତ ଅନାବରଣ ପାଇଁ ପସେ | କିନ୍ତୁ ଗବେଷଣାରୁ ଜଣ ପଡିଛି କି ଶିଶୁ ମାନେ କିଛି ଖାଦ୍ୟନଳୀ ବୀଜାଣୁ ସହିତ ଜନ୍ମ ନିଅନ୍ତି | ଏହା ବିଶ୍ୱାସ କରାଯାଇଅଛିକି ଶିଶୁମାନେ ଗର୍ଭାବସ୍ଥା ସମୟରେ ମାର ପାକତନ୍ତ୍ରରୁ ଉପାର୍ଜନ କରିଥାନ୍ତି | ଆପଣଙ୍କ ଏବଂ ଆପଣଙ୍କର ଶିଶୁର ଖାଦ୍ୟନଳୀ ରେ ଥିବା ହାନିକାରକ ବୀଜାଣୁ ଗୁଡିକୁ ଗର୍ଭାବସ୍ଥା ସମୟରେ ପୁଷ୍ଟିକର ଖାଦ୍ୟ ଖାଇକି ନିରୋଧ କରିପାରିବେ,ଏହା କରିକି ଆପଣ ନିଜ ଶିଶୁର ସୁସ୍ଥ ଏବଂ ରକ୍ଷା କର୍ତା ରୋଧକ୍ଷମ ତନ୍ତ୍ରର ବିକାଶ ପାଇଁ ପ୍ରଥମ ପଦ ନେବେ |

ଜୀବସାରଡି ରେ ଗୁରୁପାକ ଖାଦ୍ୟ   

ସୁସ୍ଥ ରହିବ ବହୁତ ମହତ୍ଵପୁର୍ଣ | ଖାଦ୍ୟ ଯେମିତିକି ତେଲିଆ ମାଛ, ଅଣ୍ଡା ଏବଂ ଅନ୍ନ ଖାଇବା ଆବଶ୍ୟକ କାରଣ ସେ ଗୁଡିକରେ ଜୀବସାର – ଡି ର ମାତ୍ରା ଅଧିକ| ଗର୍ଭବତୀ ମହିଳାମାନେ ଗୋଟେ ସପ୍ତାହ ରେ ଦୁଇ ଥର ମାଛ ଖାଇବା ଉଚିତ କିନ୍ତୁ କଞ୍ଚା ସମୁଦ୍ର ଖାଦ୍ୟ ଯେମିତି ସୁଶୀ ବା ଜଳଜୀବ ଖାଇବାରୁ ଦୂର ରହିବା ଦରକାର |ପରନ୍ତୁ ଅଧିକାଂଶ ମାଛ ରେ ମେଥାଇଲ ମରକ୍ୟୁରୀର ଚିହ୍ନ ମିଳିଚି ଯାହା ଶରୀରରେ ଅଧିକ ମାତ୍ରା ରେ ଗଲେ ଶିଶୁର ମସ୍ତିଷ୍କ ବିକାଶ ଉପରେ ପ୍ରଭାବ ପଡିବ |

ଦସ୍ତା ରେ ଗୁରୁପାକ ଖାଦ୍ୟ

ଉତ୍ପାଦନ,ମରାମତି ଏବଂ ଡିଏନ୍ଏ ର ପ୍ରକାର୍ଯ୍ୟ ପାଇଁ ଆପଣଙ୍କ ଶରୀର କୁ ଦସ୍ତା ଦରକାର | ସାମାନ୍ୟ ରେ ଦସ୍ତା ବହୁତ ଖାଦ୍ୟ ରେ ମିଳେ ଯେମିତିକି ଦୁଗ୍ଧଶାଳା ଉତ୍ପାଦ ଗୁଡିକରେ, ବାଦାମ, ପାଉଁରୁଟି, ଅନ୍ନ ଆଦି | ଜଳଜୀବ ଗୁଡିକ ଦସ୍ତାର ବହୁତ ମାତ୍ରା ଅଛି କିନ୍ତୁ ଗର୍ଭବତୀ ମହିଳାଙ୍କ ଦେହ ପାଇଁ ଭଲ ନୁହଁ କାରଣ ସେଥିରେ ବହୁତ ମାତ୍ରା ରେ ମରକ୍ୟୁରୀ ଅଛି|

ସାଲମନ୍ ମାଛ

ଗର୍ଭବତୀ ମହିଳାଙ୍କ ପାଇଁ ରୋଷେଇ ହେଇଥିବା ସାଲମନ୍ ମାଛ ମୁଖ୍ୟ ପୁଷ୍ଟିକରର ସ୍ରୋତ ଯଥେଷ୍ଟ ମାତ୍ରାର ପୁଷ୍ଟିସାର, କାଲ୍ସିଅମ୍ ଏବଂ ଉଚିତ ମାତ୍ରା ର ଓମେଗା-୩ ମେଦାମ୍ଳ ସହିତ ଯାହା ଆପଣଙ୍କ ଶିଶୁ ର ମସ୍ତିଷ୍କ ବିକାଶ ପାଇଁ ମହତ୍ଵପୁର୍ଣ  ଏବଂ ଆପଣଙ୍କ ଏବଂ ଆପଣଙ୍କ ସନ୍ତାନ ର ଶରୀର ରୁ ଘାତକ ଆବିଷ ଦୂର ରଖେ |

ଫଳ ଏବଂ ପରିବା   

ଏକ ଗର୍ଭବତୀ ମହିଳା ହିସାବ ରେ ଆପଣ ନିଜର ଫଳ ଏବଂ ପରିବା ଅନ୍ତର୍ଗହଣ ବଢେଇବା କଥା କାରଣ ସେ ସବୁ ପ୍ରତ୍ୟୂର୍ଜତାର ବିପଦ ରୁ ରକ୍ଷ୍ୟା କରେ | ସବୁଜ, ହଳଦିଆ ପରିବା ଏବଂ ଖଟ୍ଟା ଫଳର ମାତୃକ ଅନ୍ତର୍ଗହଣ ବିଜାରିତ ବାଲ୍ୟକାଳ କୁଣ୍ଡିଆ ସହିତ ସହଯୋଗ ଅଛି |ପତ୍ରଯୁକ୍ତ ପରିବା ଏବଂ ଫଳ (ବିଶେଷ କରିକି ସବୁଜ ସେଓ) ପୂର୍ବ ବାଲ୍ୟକାଳ ଶ୍ୱାସରୋଗ କୁ କମ କରିଦିଏ |ଫଳ ଏବଂ ପରିବା କୁ ଭଲ ସେ ଧୋଇବା ଭୁଲିବେ ନାହିଁ |

ସବୁଜ ପତ୍ରଯୁକ୍ତ ପରିବା ଯେମିତି କି ବ୍ରୋକୋଲି, ବନ୍ଧାକୋବି ଏବଂ ପାଳଙ୍ଗ ଶାଗ ଭିତରେ ଫାଇବର, ଜୀବସର ଏ, କେ,ସି,କାଲ୍ସିଅମ୍, ଆଇରନ୍ ଏବଂ ପଟାସିୟମ ପରି ମହତ୍ଵପୁର୍ଣ ପୁଷ୍ଟିକର ଯାହା ନାଲି ରକ୍ତକଣିକା ଗଠନ ପାଇଁ ଦରକାର କାରଣ ସେ ଗୁଡିକ ଆପଣଙ୍କର ଶିଶୁର ସୁସ୍ଥ ପ୍ରତିରକ୍ଷାନ୍ତକ ରୋଧକ୍ଷମ ତନ୍ତ୍ର ପାଇଁ ଆବଶ୍ୟକ ତତ୍ତ୍ୱ |ଅବଶୋଷଣ ବଢେଇବାକୁ, ଆଇରନ୍ ଯୁକ୍ତ ଖାଦ୍ୟକୁ ଜୀବସାର ସି ସହିତ ଯୋଡ଼ନ୍ତୁ |ଜୀବସାର ସି ଆପଣଙ୍କ ଅଜନ୍ମା ଶିଶୁ କୁ ସଂକ୍ରମଣ ରୁ ରକ୍ଷା କରେ ଏବଂ ଏହା ଶିଶୁ ର ବିକାଶଶୀଳ କୋଷିକା କୁ ନଷ୍ଟ ହାବାରୁ ରକ୍ଷା କରେ |ଜୀବସାର ସି ଖଟ୍ଟା ଫଳ, ପତ୍ରଯୁକ୍ତ ପରିବା ଏବେମ ଅନ୍ନ ରେ ମିଳେ କିନ୍ତୁ ମାନେ ରଖନ୍ତୁ ବେଶୀ ଦିନ ରଖିଦେଲେ ଗରମ ଜଗୁ ଜୀବସାର ସି ନଷ୍ଟ ହେଇଯାଏ |

ଅଅଁଳା ଭିତରେ ଜୀବସାର ସି ର ମାତ୍ର ବହୁତ ବେଶୀ, କମଳା ଠୁ ୨୦ ଗୁଣ ବେଶୀ ଏବଂ ସେଥିରେ କାଲ୍ସିଅମ୍,ଆଇରନ୍ ଏବଂ କାରୋଟିନ ଭି ଅଛି | 

ନୀଚ ସୁସ୍ଥ ମେଦ ଆହାର

୨୦୧୭ ରେ ହେଇଥିବା ଅଧ୍ୟୟନ ରେ ନୀଚ ମେଦ ସୁସ୍ଥ ଆହାର ସମ୍ବନ୍ଧ ରେ ଆବଶ୍ୟକତା ପ୍ରକାଶ କରାହେଇଛି, ସେମାନଙ୍କ ଅନୁସାରେ ଉଚ୍ଚ ମେଦ ଆହାର ଶିଶୁ ର ଖାଦ୍ୟନଳୀ ଉପରେ ବିପଦ ବଢେଇପାରିବ ଜୋଥିରେ ବୀଜାଣୁ ଲାଗି ଶିଶୁର ରୋଧକ୍ଷମ ତନ୍ତ୍ରର ବିକାଶ ଉପରେ ପ୍ରଭାବ ପକେଇପାରିବ | ନଡ଼ିଆ ତେଲ, ମାଛ, ଅଣ୍ଡା ଏବଂ ଏଭୋକାଡୋ ପରି ଭଲ ମେଦର ଅନ୍ତର୍ଗହଣ ବଢ଼ାନ୍ତୁ |

ଭାରତୀୟ ମା ଏବଂ ଶିଶୁ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ କଞ୍ଚା କ୍ଷୀରର ଛେନା, କଞ୍ଚା ମାଂସ, ମାଛ ବା କଞ୍ଚା ଅଣ୍ଡା ରୁ ଦୂର ରୁହନ୍ତୁ କାରଣ ଏ ଗୁଡିକ ରେ ଘାତକ ଜୀବାଣୁ ଅଛି ଯାହା ଖାଦ୍ୟ କୁ ବିଷାକ୍ତ କରିଦିଏ ଏବଂ ଅଜନ୍ମା ଶିଶୁର ପ୍ରକୃତ କଣିକା କୁ ଆକ୍ରମଣ କରି ରୋଧକ୍ଷମ ତନ୍ତ୍ର ବିକାଶ ଉପରେ ପ୍ରଭାବ ପକାଏ |

ଟାଣଫଳ

ଟାଣଫଳ(ବିଶେଷ କରିକି କାଠ ବାଦାମ ଏବଂ ଆଖ୍ରୋଟ), ସୁସ୍ଥ ରୋଧକ୍ଷମ ତନ୍ତ୍ରର ବିକାଶ ପାଇଁ ଅଦ୍ଭୁତ ଆଉ ଆପଣ ଯଦି ଶାକାହାରୀ ତାହାଲେ ଆଖ୍ରୋଟ ଆପଣଙ୍କୁ ଓମେଗା-୩ ମେଦାମ୍ଳ ଦେଇପାରିବ | କୋ ବି ଖାଦ୍ୟ ବା ସାଲାଡ ରେ ପକେଇ ଖାଇପାରିବେ |

ଦୁଗ୍ଧଶାଳା ଉତ୍ପାଦ

ଦୁଗ୍ଧଶାଳା ଉତ୍ପାଦ କାଲ୍ସିଅମ୍ ର ଭୁତ ଭଲ ସ୍ରୋତ ଯାହାକି ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଭଲ | କାଲ୍ସିଅମ୍ ମାର ହାଡ ର ସ୍ୱାସ୍ଥ୍ୟ ପାଇଁ ଏବଂ ଶିଶୁ ର ଦାନ୍ତ ଏବଂ ହାଡର ଉଚିତ ବିକାଶ ପାଇଁ ଆବଶ୍ୟକ | କ୍ଷୀର ଏବଂ ଉଚ୍ଚ ମେଦ ଦହି କାଲ୍ସିଅମ୍ ଏବଂ ପୁଷ୍ଟିସାରର ଭଲ ସ୍ରୋତ |

ମନେ ରଖନ୍ତୁ :

  • ବହୁତ ଫଳ,ପରିବା ଏବଂ ପୁଷ୍ଟିକର ଖାଦ୍ୟ ଖାନ୍ତୁ ଆଉ ବିକ୍ରି ଖାଦ୍ୟ କମ ଖାନ୍ତୁ | ଚିନି ଏବଂ ବିକ୍ରି ବୀଜର (ପାଉଁରୁଟି, ପାସ୍ତା, ଏବଂ କେକ) ଅଧିକ ଅନ୍ତର୍ଗହଣ ରୁ ଦୂର ରୁହନ୍ତୁ |
  • ନିଜ ଶିଶୁ କୁ ହାନିକାରକ ପଦାର୍ଥ ଅପାବରଣ ରୁ ରକ୍ଷା କରିବା ପାଇଁ,ଯଦି ହେଇପାରିବ ଜୈବିକ ଖାଦ୍ୟ ଖାନ୍ତୁ |ରାସାୟନିକ କୀଟନାଶକ ଔଷଧ ମୁକ୍ତ ଜୈବିକ ଖାଦ୍ୟ ଖାଇଲେ ଶିଶୁକୁ ରୋଧକ୍ଷମ ତନ୍ତ୍ର କ୍ଷତି ରୁ ବଂଚେଇପାରିବେ |
  • ଗର୍ଭବତୀ ସମୟରେ ଧୂମପାନ କରିବେନାହିଁ | ଗର୍ଭବତୀ ସମୟରେ ଧୂମପାନ କରିବେନାହିଁ କାରଣ ଏହା ଆପଣଙ୍କ ଶିଶୁ ଉପରେ ପ୍ରଭାବ ପକେଇବ, ଗର୍ଭପାତ ହେଇପାରିବ ଏବଂ ଶିଶୁର ପୂର୍ବ ବାଲ୍ୟକାଳ ରେ ଶ୍ୱାସରୋଗ ହେଇପାରିବ |
  • ପ୍ରତିଦିନ ୭-୮ ଗ୍ଲାସ ପାଣି ପିଅନ୍ତୁ | ପାଣି ପରିସ୍ରା ସମ୍ବନ୍ଧୀ କ୍ଷେତ୍ର ରୋଗ ରୁ ରକ୍ଷା କରେ ଏବଂ ଆପଣଙ୍କ ସନ୍ତାନ ର ପ୍ରାକୃତିକ ଜନ୍ମ ବେଳକୁ ସଂକ୍ରମଣ ରୁ ରକ୍ଷା କରେ |

ସାମାନ୍ୟତଃ ଗତ ବର୍ଷ ରେ ଗର୍ଭାବସ୍ଥା କୁ ଅଣୁ ପୁଷ୍ଟିକର ଏବଂ ଅନୁପୂରକଃ ପଦାର୍ଥ ଅନ୍ତର୍ଗହଣ ଯେମିତି ଆଇରନ୍ସ ବା ଫୋଲିକ୍ ଏସିଡ ସହିତ ସମ୍ଵନ୍ଧିତ କରାଯାଇଛି | କିନ୍ତୁ ଗବେଷଣା ରୁ ଜଣା ପଡିଛି କି ଗର୍ଭବତୀ ମାର ଆହାର ରୁ ଶିଶୁ ର ପୂର୍ବ ରୋଧକ୍ଷମତା ବିକାଶ ଉପରେ ବହୁତ ପ୍ରଭାବ ପଡେ | ଗର୍ଭାବସ୍ଥା ସମୟରେ ଏକ ମାର ପୁଷ୍ଟିକର ମାର ସ୍ୱାସ୍ଥ୍ୟ, ପରିମାଣ ଏବଂ ଶିଶୁ ର ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଏବଂ ବିକଶିତ ରୋଧକ୍ଷମତା ପାଇଁ ବହୁତ ମହତ୍ଵପୁର୍ଣ | ଖାଦ୍ୟ ଏକ ପୁଷ୍ଟିକର ର ସ୍ରୋତ ରୁ ବଡ, ଏ ବହୁତ ସାଙ୍କେତିକ ଅର୍ଥ ଧରିଥାଏ |

References:

Penders J, Thijs C, Vink C, Stelma FF, Snijders B, Kummeling I, van den Brandt PA, Stobberingh EE. 2006. Factors Influencing the Composition of the Intestinal Microbiota in Early Infancy. Pediatrics 118(2), 511-21.

Walker WA. (2013). Initial intestinal colonization in the human infant and immune homeostasis. Annals of Nutrition and Metabolism, 63 (Suppl. 2), 8-15.

Riang R, Nangulu A and Broerse J. “When a woman is pregnant, her grave is open” health beliefs concerning dietary practices among pregnant Kalenjin women in rural Uasin Gishu County, Kenya. Journal of Health, Population and Nutrition 2017; 36:53. DOI 10.1186/s41043-017-0130-0

Andrew J. Macpherson, Mercedes Gomez de Agüero and Stephanie C. Ganal-Vonarburg. How nutrition and the maternal microbiota shape the neonatal immune system. Nature reviews. 2017; 17: 508-517.

Venter C, Brown KR, Maslin K, Palmer DJ. Maternal dietary intake in pregnancy and lactation and allergic disease outcomes in offspring. Pediatr Allergy Immunol 2017: 28: 135–143.

Nurmatov U, Devereux G, Sheikh A. Nutrients and foods for the primary prevention of asthma and allergy: systematic review and meta-analysis. J Allergy Clin Immunol 2011: 127: 724–33.