ଗର୍ଭାବସ୍ଥା ସମୟ ରେ ତ୍ୟାଗ କରିବା ଖାଦ୍ୟ ତାଲିକା

ଗର୍ଭାବସ୍ଥା ସମୟ ରେ ମହିଳା ମାନଙ୍କ ଦେହ ରେ ବହୁତ ପରିବର୍ତ୍ତନ ଆସେ | ସାଧାରଣ ରେ ଭୁଲ୍ ଧାରଣା ଅଛି କି ଗର୍ଭାବସ୍ଥା ରେ ଦୁଇ ଗୁଣା ବେଶୀ ଖାଇବା କଥା |  ନିଜ ଦେହର ଭୋକ ସ୍ତର ଉପରେ ନଜର୍ ରଖିବା ଗୋଟେ ଭଲ ସୂଚକ କି କେତେ ମାତ୍ରା ରେ ଖାଇବା ଠିକ୍ |ଯେତେ ଭିଟାମିନ୍ ଏବଂ ଖଣିଜ ଆପଣ ଗ୍ରହଣ କରିବେ ସେତିକି ଆପଣଙ୍କ ଗର୍ଭ ରେ ଥିବା ପିଲା କୁ…

by
 

ବିପଜ୍ଜନକ ଗର୍ଭାବସ୍ଥା କୁ ବୁଝିବା

ଏକ ଉଚ୍ଚ ବିପଜ୍ଜନକ ଗର୍ଭାବସ୍ଥାର ଅର୍ଥ ହେଲା କି ଏକ ସୁସ୍ଥ ଏବଂ ସଫଳ ଗର୍ଭାବସ୍ଥା ଆଉ ଡେଲିଭରୀ ପାଇଁ ଅଧିକ ଯତ୍ନ ଦରକାର ହୁଏ | ଅନେକ ସମୟରେ ଏହା ହୁଏ ଯଦି ଆପଣ ଦୀର୍ଘ ରୋଗ ହେଇଥାଏ କିମ୍ବା ଅଲଗା ଘାତକ ବା ଦଶା ପାଇଁ ବି ହେଇପାରେ | ଏକ ଉଚ୍ଚ ବିପଜ୍ଜନକ ଗର୍ଭାବସ୍ଥା ବହୁତ ଭୟପ୍ରଦ ହେଇପାରେ କିନ୍ତୁ ଶିଳ୍ପବିଜ୍ଞାନ ଆଉ ପ୍ରବଂଧ ଦଶା ର ଉନ୍ନତି ରୁ ଆପଣ ନିଜ…

by
 

ଗର୍ଭାବସ୍ଥା ସମୟରେ ସ୍ୱାସ୍ଥ୍ୟ ସମସ୍ୟା

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ । ଗର୍ଭାବସ୍ଥା ନାରୀ ଜୀବନରେ ଏକ ବିଶେଷ ଗୁରୁତ୍ୱପୂର୍ଣ ମୁହୂର୍ତ I  ଏକ ଶିଶୁ କୁ ଏଇ ଦୁନିଆକୁ ଆଣିବା କଥା ଯେତେବେଳେ ଜଣା  ପଡିଥାଏ, ଏହା ଏକ ବ୍ୟାଖ୍ୟା ନକରିପାରୁଥିବା ଚରମ ଆନନ୍ଦର ଅନୁଭୂତି ହୋଇ ଥାଏ I ତଥାପି ଏକ ଉତ୍ସାହପୂର୍ଣ୍ଣ, ଖୁସି ମୁହୁର୍ତରେ…

by
ଗର୍ଭାବସ୍ଥା ସମୟରେ ସ୍ୱାସ୍ଥ୍ୟ ସମସ୍ୟା
 

ଗର୍ଭାବସ୍ଥା ସମୟରେ କଣ ସଂପୂରକ ନେବା କଥା ?

ଗର୍ଭାବସ୍ଥା ସମୟ ରେ ପୁଷ୍ଟିକର ଖାଦ୍ୟ ଖାଇବା ବହୁତ ମହତ୍ଵପୁର୍ଣ | ଯଦି ଆପଣଙ୍କର ଆହାର ରେ ଅତ୍ୟାବଶ୍ୟକ ପୁଷ୍ଟିକର ନାହିଁ ତାହାଲେ ଆପଣଙ୍କର ସନ୍ତାନ ଭଲ ସେ ବିକଶିତ କରିବ ନାହିଁ | ଦୁର୍ଭାଗ୍ୟବଶ ବହୁତ ସାରା ସ୍ରୋତ ଅଛି ଯେଉଁଠୁ ଆପଣଙ୍କୁ ଓଲଟା ସୂଚନା ମିଳିପାରିବ | ସଂପୂରକ ଏକ ସୁସ୍ଥ ଆହାର ର ପ୍ରତିନିଧି ନୁହେ, କିନ୍ତୁ ସାମାନ୍ୟତଃ ଗର୍ଭାବସ୍ଥା ସମୟରେ ଖାଦ୍ୟରୁ ସବୁ ପୁଷ୍ଟିକର ଉଚିତ ମାତ୍ରା ରେ ମିଳେନାହିଁ |…

by
ଗର୍ଭାବସ୍ଥା ସମୟରେ କଣ ସଂପୂରକ ନେବା କଥା ?
 

ମଧୁମେହ ରୋଗ ରୁ ପୀଡିତ ଥିବା ଗର୍ଭବତୀ ମହିଳାଙ୍କପାଇଁ ଭୋଜନ ନିୟୋଜନ ଜେଷ୍ଟେସ୍ନାଲ୍ ମଧୁମେହ ରୋଗ କଣ ?

ଜେଷ୍ଟେସ୍ନାଲ୍ ମଧୁମେହ ଗୋଟେ ସ୍ଥିତି ଜୋଥିରେ ଶିଶୁ ସମ୍ପୂର୍ଣ ରୂପ ନେଇସାରିଲା ପରେ ମାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡେ ଏବଂ ଏହା ରକ୍ତ ରେ ଅଧିକ ଗ୍ଲୁକୋଜର ମାତ୍ରା ଥିବା କାରଣ ରୁ ହୁଏ | ଅଗ୍ନ୍ୟାଶୟ ରେ ଥିବା ଉଦ୍ଦୀପକ ଜୀବରସ ଇନ୍ସୁଲିନ୍, ଆମ ରକ୍ତ ରେ ଥିବା ଗ୍ଲୁକୋଜ କୁ ଶକ୍ତି ରେ ପରିବର୍ତନ କରିବା ପାଇଁ ଦାୟି କିନ୍ତୁ ମଧୁମେହ ର ସ୍ଥିତି ରେ ଇନ୍ସୁଲିନ୍ ଏହା କରିବାରେ ଅସଫଳ ହେଇଯାଏ…

by
ମଧୁମେହ ରୋଗ ରୁ ପୀଡିତ ଥିବା ଗର୍ଭବତୀ ମହିଳାଙ୍କପାଇଁ ଭୋଜନ ନିୟୋଜନ ଜେଷ୍ଟେସ୍ନାଲ୍ ମଧୁମେହ ରୋଗ କଣ ?
 

ଗର୍ଭାବସ୍ଥା ରେ ରକ୍ତହୀନତା ପାଇଁ କୋ ଖାଦ୍ୟ ଖାଇବା କଥା ଏବଂ କୋ ଖାଦ୍ୟ ଖାଇବା କଥା ନୁହେ

ରକ୍ତହୀନତା ଏକ ଅବସ୍ଥା ଯେଉଁଥିରେ ଶରୀରର ସବୁ ଅଙ୍ଗ ଏବଂ ତନ୍ତୁକୁ ଅକ୍ସିଜେନ ନେବା ପାଇଁ ରକ୍ତ ରେ ଲାଲ ରକ୍ତକଣିକାର ଅଭାବ ହେଇଯାଏ |ଗର୍ଭାବସ୍ଥା ସମୟରେ ଶରୀର ବିକଶିତ ହେଉଥିବା ଜରାୟୁର ପୁଷ୍ଟିକର ପ୍ରୟୋଜନ ପାଇଁ ଅଧିକ ଗତି ରେ କାମ କରେ ସେଥିପାଇଁ ଗର୍ଭବତୀ ମହିଳା ରକ୍ତହୀନତା ଅନୁଭବ କରନ୍ତି | ଗର୍ଭାବସ୍ଥା ସମୟରେ, ଯେଭେ ରକ୍ତର ଆୟତନ ୩୦-୫୦% ବଢିଯାଏ ତେଭେ ମାର ହୃଦୟ ଦର ବଢିଯାଏ |ନାଲି ରକ୍ତକଣିକାର ଗଠନ ପାଇଁ…

by
ଗର୍ଭାବସ୍ଥା ରେ ରକ୍ତହୀନତା ପାଇଁ କୋ ଖାଦ୍ୟ ଖାଇବା କଥା ଏବଂ କୋ ଖାଦ୍ୟ ଖାଇବା କଥା ନୁହେ
 

"ଉଚ୍ଚ ରକ୍ତ ଚାପ ପୀଡିତ ଗର୍ଭବତୀ ମହିଳାଙ୍କ ପାଇଁ ଆହାର"

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ । ଅତ୍ୟଧିକ ଜେଷ୍ଟେସ୍ନାଲ୍ ରକ୍ତଚାପ ସହିତ ୨୫% ସ୍ତ୍ରୀଲୋକ ପ୍ରୀକ୍ଲାମ୍ପ୍ସିଆ ବିକଶିତ କରନ୍ତି ଯାହା ପ୍ରୋଟିନ୍ୟୁରିଆରୁ(୨୪ ଘଣ୍ଟା ପରିସ୍ରା ନମୁନା ରେ ୦.୩g ପୁଷ୍ଟିସାର) ଉଲ୍ଲେଖ ହେଇ ଅଛି |ଗର୍ଭାବସ୍ଥା ସମୟରେ ନିଜ ରକ୍ତ ଚାପ ସାମାନ୍ୟ ସ୍ତର ରେ ରଖିଲେ ଆପଣଙ୍କ ଏବଂ ଆପଣଙ୍କ ସନ୍ତାନକୁ…

by
"ଉଚ୍ଚ ରକ୍ତ ଚାପ ପୀଡିତ ଗର୍ଭବତୀ ମହିଳାଙ୍କ ପାଇଁ ଆହାର"