"ଉଚ୍ଚ ରକ୍ତ ଚାପ ପୀଡିତ ଗର୍ଭବତୀ ମହିଳାଙ୍କ ପାଇଁ ଆହାର"

"ଉଚ୍ଚ ରକ୍ତ ଚାପ ପୀଡିତ ଗର୍ଭବତୀ ମହିଳାଙ୍କ ପାଇଁ ଆହାର"

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଅତ୍ୟଧିକ ଜେଷ୍ଟେସ୍ନାଲ୍ ରକ୍ତଚାପ ସହିତ ୨୫% ସ୍ତ୍ରୀଲୋକ ପ୍ରୀକ୍ଲାମ୍ପ୍ସିଆ ବିକଶିତ କରନ୍ତି ଯାହା ପ୍ରୋଟିନ୍ୟୁରିଆରୁ(୨୪ ଘଣ୍ଟା ପରିସ୍ରା ନମୁନା ରେ ୦.୩g ପୁଷ୍ଟିସାର) ଉଲ୍ଲେଖ ହେଇ ଅଛି |ଗର୍ଭାବସ୍ଥା ସମୟରେ ନିଜ ରକ୍ତ ଚାପ ସାମାନ୍ୟ ସ୍ତର ରେ ରଖିଲେ ଆପଣଙ୍କ ଏବଂ ଆପଣଙ୍କ ସନ୍ତାନକୁ ସାହାଯ୍ୟ ମିଳିବ |

ଗର୍ଭାବସ୍ଥା ସମୟରେ ଉଚ୍ଚ ରକ୍ତ ଚାପର କିଛି ସାମାନ୍ୟ ଲକ୍ଷଣ ହେଲା ବାନ୍ତି, ମୁଣ୍ଡ ବୁଲେଇବା,ପରିସ୍ରା ରେ ରକ୍ତ, ଦୁର୍ବଳ ମୃତ୍ରତ୍ୟାଗ, ଅସାଧାରଣ ପ୍ରତିକ୍ଷିପ୍ତ, କଠୋର ମୁଣ୍ଡ ବିନ୍ଧ, ପେଟ ସଂବଧିତ ପୀଡା, ଅଚାନକ ଓଜନ ବଢ଼ିଯିବା ଏବଂ ହାତ,ଗୋଡ ଏବଂ ମୁହଁ ଫୁଲିଯିବା |

ରକ୍ତ ଚାପ କମ ଏବଂ ବିକଶିତ ପ୍ରୀକ୍ଲାମ୍ପ୍ସିଆର ବିପଦ କମ କରିବାର ପ୍ରତ୍ୟାଶାରେ  ମହିଳାମାନଙ୍କୁ ନିଜ ଆହାର ଏବଂ ଜୀବନ ଶୈଳୀ ରେ ବହୁତ ପ୍ରକାର ପରିବର୍ତନ ଆଣିବାପାଇଁ ଉପଦେଶ ଦିଆ ହୁଏ | ଗର୍ଭାବସ୍ଥା ସମୟରେ ସୁସ୍ଥ ଶରୀର ବନାଇ ରଖିବା ମହତ୍ଵପୁର୍ଣ | ଏହା ପୁରା କରିବା ପାଇଁ ସ୍ତ୍ରୀଲୋକଙ୍କୁ ସାମାନ୍ୟ ଭାଗର ଖାଦ୍ୟ ବିଶେଷ ଭାବରେ ପୁଷ୍ଟିସାର ଗୁଡିକ,ଫଳ, ସବୁଜ ପତ୍ରିଳ ପରିବା,ପୁର୍ଣ ଦାନ ଗୁଡିକ ଏବଂ ନୀଚ ମେଦ ଵାଲା ଦୁଗ୍ଧଶାଳା ଉତ୍ପାଦନ ଖାଇ ସୁସ୍ଥ ପରିମାଣର ଓଜନ ବଢେଇବା ଦରକାର |

ପର୍ଯ୍ୟାପ୍ତ ମାତ୍ରାର ଜଳ ପିୟନ୍ତୁ |

ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ ଆପଣଙ୍କୁ ଉଚ୍ଚ ରକ୍ତ ଚାପ ଅଛି ତାହାଲେ କମ ରୁ କମ, ଦିନକୁ ୮ ଗିଲାସ ପାଣି ପିଇବାକୁ ଅନୁମୋଦିତ କରା ଯାଇ ଅଛି | ଏହା ଆପଣଙ୍କ ରକ୍ତର ବାସନର ଚାପ କମ କରିବାରେ, ମୂତ୍ରଗ୍ରନ୍ଥିକୁ ସଫା କରିବାରେ ଏବଂ ରକ୍ତ ଚାପ ବନାଇ ରଖିବାରେ ସାହାଯ୍ୟ କରେ |

କ୍ୟାଫୀନ୍ ଅନ୍ତର୍ଗ୍ରହଣ ସୀମିତ କରନ୍ତୁ

ନିଜ ଆହାରରୁ ମଦ ଏବଂ କ୍ୟାଫୀନ୍ ଦୂର ରଖନ୍ତୁ, ବିଶେଷ କରିକି ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ ଆପଣଙ୍କୁ ଉଚ୍ଚ ରକ୍ତ ଚାପ ଅଛି |

ଅସଂତୃପ୍ତ ମେଦାମ୍ଳ ଗୁଡିକ:

ଅନେକ ଗବେଷଣାରୁ ମାଛ ଏବଂ ଅନ୍ୟ ଅସଂତୃପ୍ତ ମେଦାମ୍ଳ ଗୁଡିକ ର ଲାଭ ବିଷୟରେ ଜଣା ପଡିଛି, ଯାହା ମାଛ ତେଲ ଗୁଡିକ ରେ ମିଳେ ଯେଉଁଥିରେ ୩-ଲମ୍ବା ବହୁଅସଂତୃପ୍ତ ମେଦାମ୍ଳ ଗୁଡିକର ମାଳା ଅଛି | ଏହି ମେଦାମ୍ଳ  ଗୁଡିକରେ ତନାବ କମ କରିଦେବାର ପ୍ରଭାବ ଥାଏ ଆଉ ଯେଉଁ ମହିଳାଙ୍କୁ ପ୍ରୀକ୍ଲାମ୍ପ୍ସିଆ ବା ଅସାମୟିକ ଜନ୍ମ ହେବାର ବିପଦ ଥାଏ ତାଙ୍କୁ ରକ୍ଷା କରେ |

ପରିବା ଆଉ ଫାଇବର ସମ୍ପନ୍ନ ଖାଦ୍ୟ

ବିଭିନ୍ନ ପ୍ରକାର ପରିବା ଖାଇବା ଏକ ସୁସ୍ଥ ଆହାର ପାଇଁ ମୌଳିକ | ପରିବା ରେ ଫାଇବର, ଭିଟାମିନ୍-ସି ଏବଂ ଭିଟାମିନ୍-କେ ପରି ସଂରକ୍ଷକ ପୁଷ୍ଟିକର ଅଛି | ସବ%A