ଗର୍ଭବତୀ ମହିଳାଙ୍କପାଇଁ ଏକ ଖାଦ୍ୟର ପଥପ୍ରଦର୍ଶକ: କଣ ଖାଇବା କଥା ଏବଂ କଣ ଖାଇବା କଥା ନୁହେ

ଗର୍ଭବତୀ ମହିଳାଙ୍କପାଇଁ ଏକ ଖାଦ୍ୟର ପଥପ୍ରଦର୍ଶକ: କଣ ଖାଇବା କଥା ଏବଂ କଣ ଖାଇବା କଥା ନୁହେ

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

“ଆପଣ ସେୟା ଯାହା ଆପଣ ଖାଆନ୍ତି ” – ଏକ ପ୍ରସିଦ୍ଧ ବାକ୍ୟାଂଶ ଏବଂ ଏହା ପ୍ରତି ଗର୍ଭବତୀ ମହିଳାଙ୍କୁ ଏକ ସୂଚନା ଦଉ ଅଛି କି ଯଦି ଆପଣଙ୍କୁ  ସୁସ୍ଥ ସନ୍ତାନ ଦରକାର ତାହାଲେ ଆପଣଙ୍କୁ ସୁସ୍ଥ ଖାଦ୍ୟ ଗ୍ରହଣ କରିବା କଥା | ପୁଷ୍ଟିକର ଏବଂ ଶରୀର ସମ୍ବନ୍ଧ ରେ ଗର୍ଭାବସ୍ଥା ଏକ ଦାବି ଭରା ସମୟ ଆଉ କୁପୋଷଣ କୁ ଦୂର ରଖିବାକୁ ଅଧିକ ମନଯୋଗ ଦରକାର ହୁଏ |ମା ଆଉ ଶିଶୁ ପାଇଁ ଖାଦ୍ୟ ଏକ ମୌଳିକ ଆବଶ୍ୟକତା ଏବଂ ପୁସ୍ତିକାରକ ର ସ୍ରୋତ ଆଉ ଏହା କୁ ଅନାଦର କରିବା କଥା ନୁହେ |

ଏକ ଗର୍ଭବତୀ ମହିଳାଙ୍କ ଆହାର ଏବଂ ଖାଲି ଜଣେ ମହିଳାଙ୍କ ଆହାର ବହୁତ ଅଲଗା ଥାଏ | ଏକ ଶିଶୁ ର ଅପେକ୍ଷାକୁ ମିଶିବାକୁ ଅଧିକ ଖାଦ୍ୟ ଦରକାର ହୁଏ ଏବଂ ଶିଶୁ ର ଶରୀର ପାଇଁ କାଲସିଅମ, ଫୋଲିକ୍ ଏସିଡ୍, ଆଇରନ ଏବଂ ପୁଷ୍ଟିସାର ଦରକାର ହୁଏ | ଆପଣ ଭାବିପାରନ୍ତି କି ଏହା କୋ ବି ଖାଦ୍ୟ ରୁ ସହଜ ରେ ମିଳିଯିବ କିନ୍ତୁ ଏହା ସତ ନୁହେ | ଯେହେତୁ ଏହା ଆପଣ ଏବଂ ଆପଣଙ୍କ ଶିଶୁର ବୃଦ୍ଧି ଆଉ ବିକାଶ ପାଇଁ ସହଯୋଗ କରେ, ଗର୍ଭାବସ୍ଥା ପାଇଁ କୋ ଖାଦ୍ୟ ଆବଶ୍ୟକ ଜାଣିବା ଆଉ ବୁଝିବା ମହତ୍ଵପୁର୍ଣ |

ପୁଷ୍ଟିକର ପ୍ରୟୋଗ ସ୍ରୋତ ଅନୁମୋଦିତ ଆହାରୀ ଭତ୍ତା
କାଲସିଅମ୍ ସନ୍ତାନ ର ହାଡ ଏବଂ ଦାନ୍ତର ଠିକ ଗଠନ ପାଇଁ, ସ୍ତନ କ୍ଷୀରର ସ୍ରବଣ ପାଇଁ ଯାହା କାଲସିଅମ୍ ରେ ସମ୍ପନ୍ନ ଅଟେ ଏବଂ ମା ମାନଙ୍କରେ ଔସ୍ଟିଓପୋରୋସିସ୍ କୁ ରୋକିବାକୁ. ଟିପ୍ପଣୀ: ଭିଟାମିନ-ଡି କାଲସିଅମ୍ ର ଅବଶୋଷଣ ବଢେଇଦିଏ | କ୍ଷୀର, ଦହି, ରାଗି, ଜି ଏଲ ଭି, ରାଜକୀରା ଏବଂ ସବୁଜ ପତ୍ରିଳ ପରିବା |  

ଗର୍ଭବତୀ ଏବଂ ଦୁଗ୍ଧ ନିଃସୃତ କରୁଥିବା ମହିଳାଙ୍କ ପାଇଁ : ୧୨୦୦ mg/d (ଅନ୍ନ-ଛୁଇଁ ଆହାର ରେ ଏତିକି ମାତ୍ରା  ଗ୍ରହଣ କରିବାକୁ, କମରୁ କମ ୨୦୦ ml କ୍ଷୀର ଆବଶ୍ୟକ )

ଫୋଲିକ୍ ଏସିଡ୍ ଜନ୍ମ ବେଳେର ଓଜନ ବଢାଏ ଏବଂ ଜନ୍ମର ଅସଂଗତି କମ କରେ | ସବୁଜ ପତ୍ରିଳ ପରିବା, ଛୁଇଁ,ବାଦାମ ଏବଂ ଯକୃତ |
  ଶରୀରର ଓଜନ କିଲୋ ରେ  
ଗର୍ଭବତୀ ୫୫ ୫୦୦ ug/d
ସ୍ତନ୍ୟଦାନ କଲାବେଳେ(୦m-୧୧m) ୫୫ ୩୦୦ ug/d

 

ଆଇରନ୍ ହେମୋଗ୍ଲୋବିନ ସଂଶ୍ଳେଷଣ,ମାନସିକ କାର୍ଯ୍ୟ ଏବଂ ରୋଗ ବିରୁଦ୍ଧରେ ରୋଧକ୍ଷମତା ପ୍ରଦାନ କରିବା ପାଇଁ ଦରକାର ହୁଏ | ଟିପଣ୍ଣି : ଭିଟାମିନ-ସି ଯେମିତି କି ପିଜୁଳି ଏବଂ ଲେମ୍ବୁ, କମଳା ଆଦି ଆଇରନ୍ ଅବଶୋଷଣ ସୁଧାରେ ଆଉ ସେହି ସମୟରେ ଚା ଆହରୀ ଆଇରନ୍ କୁ ବାନ୍ଧି ଦିଏ | ସେଥିପାଇଁ, ଠିକ ଖାଇବା ପୂର୍ବ ଆଉ ପରେ ଚା ପୀବା କଥା ନୁହେ | ମାଂସ, ଘରୋଇ ପକ୍ଷୀ, ମାଛ, ଶୁଖିଲା ଶିମ୍ୱ ଏବଂ ମଟର, ଆଇରନ୍ ଥିବା ଅନ୍ନ |

 

 

 

ତ୍ରିମାସ ଅନୁସାରେ ଆବଶ୍ୟକତା

ଭାରତୀୟ ଗର୍ଭବତୀ ମହିଳାଙ୍କ ପାଇଁ ଯେ ୧୦-୧୨ କିଲୋ ବଢ଼ାନ୍ତି :

ତ୍ରିମାସ ୧୦ kg GWG ୧୨ kg GWG
ପ୍ରଥମ ୧୩୦ ୧୩୮
ଦ୍ୱିତୀୟ ୩୨୦ ୩୭୨
ତୃତୀୟ ୩୧୦ ୩୫୧
ସମ୍ପୂର୍ଣ   ୮୬୧
ପୁଷ୍ଟିସାର ମହତ୍ଵପୁର୍ଣ ଅଙ୍ଗ ଯେମିତିକି ମସ୍ତିଷ୍କ ଏବଂ ହୃଦୟ ନିର୍ମାଣ କରିବା ରେ ସାହାଯ୍ୟ କରେ | ମାଂସ. ଘରୋଇ ପକ୍ଷୀ, ମାଛ, ଶୁଖିଲା ସିମ୍ବ ଏବଂ ମଟର, ଅଣ୍ଡା, ବାଦାମ. ଡାଲି | ଦ୍ୱିତୀୟ ଆଉ ତୃତୀୟ ତ୍ରିମାସ ପାଇଁ ହାରାହାରି ଅନୁମୋଦିତ ମାତ୍ର ହେଲା ୩୫୦ କଚାଲ/ପ୍ରତିଦିନ,୫୫ କିଲୋ ଏବଂ ୧୦-୧୨ କିଲୋ ଘର୍ଭବସ୍ଥା ବେଳେର ଓଜନ ର ଭାରତୀୟ ମହିଳାଙ୍କ ପାଇଁ ଅତିରିକ୍ତ ଅପେକ୍ଷା ଅନୁମୋଦିତ କରାଯାଇପାରେ |

କାଲସିଅମ୍, ଫୋଲିକ୍ ଏସିଡ୍, ଆଇରନ୍ ଏବଂ ପୁଷ୍ଟିସାରର ର ମାତ୍ରା ସାଧାରଣ ରେ ଗର୍ଭବତୀ ମହିଳାଙ୍କୁ ଏହି ସବୁ କାରଣ ପାଇଁ ଦରକାର ପଡେ | କିନ୍ତୁ ଭୁଲନ୍ତୁ ନାହିଁ କି ଗର୍ଭବତୀ ମହିଳାଙ୍କୁ ଅଲଗା ଖାଦ୍ୟ ଏବଂ ଆୟୋଡିନ ଆଉ ଭିଟାମିନ-ଏ ପରି ଅଣୁ ପୁଷ୍ଟିକର ଭି ଦରକାର ହୁଏ ଯାହା ଗୋଟେ ସୁସ୍ଥ ଜୀବନ ଶୈଳୀ ରଖିବାରେ ସହଯୋଗ କରେ | ଏ ସବୁ ଖାଦ୍ୟ ୫ ଶ୍ରେଣୀ ରେ ଭାଗ ହେଇଅଛି : ଫଳ, ସବୁଜ ପତ୍ରିଳ ପରିବା, ପୁଷ୍ଟିସାର, ପୁର୍ଣ ଦାନା ଏବଂ ଦୁଗ୍ଧଶାଳା ଉତ୍ପାଦ | ଯେତେ ଥର ଆପଣ ଖାଇବେ ସେତେ ଆପଣ ନିଜ ଶିଶୁ କୁ ପୋଷଣ ଦେବେ |

ଯଦି ଡାକ୍ତର ବଟିକା ସହିତ ସଂପୂରକ ଅନୁମୋଦିତ କରିଛନ୍ତି ତାହାଲେ ଅଧିକ ମାତ୍ରା ବା କମ ମାତ୍ରା ଗ୍ରହଣ ନ କରି ଠିକ ମାତ୍ରା,ଅବଧି ଏବଂ ଆଦେଶ ଅନୁସରଣ କରନ୍ତୁ | ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଗ୍ରହଣ କରନ୍ତୁ | ଏବେ ଚାଲନ୍ତୁ ଦେଖିବା କି କୋ ଖାଦ୍ୟ ରୁ ଦୂର ରହିବା ଠିକ |

ଆହରୀ ନିର୍ଦ୍ଦେଶକ ରେଖା

  • ସନ୍ତୁଳିତ ଆହାର ପାଇଁ ବିଭିନ୍ନ ଖାଦ୍ୟ ଖାନ୍ତୁ |
  • ପର୍ଯ୍ୟାପ୍ତ ମାତ୍ରା ରେ ଫଳ ଏବଂ ପରିବା ଖାନ୍ତୁ |
  • ଲୁଣ ଅନ୍ତର୍ଗହଣ କୁ ସୀମିତ ରଖନ୍ତୁ |
  • ସୁନିଶ୍ଚିତ କରନ୍ତୁ କି ଆପଣ କମ ତେଲ, ପଶୁ ମାନଙ୍କର ଖାଦ୍ୟ ଏବଂ ବହୁତ କମ ଘିଅ ପ୍ରୟୋଗ କରନ୍ତି |
  • ଅତ୍ୟଧିକ ଖାଇବା ରୁ ଦୂର ରୁହନ୍ତୁ ଏବଂ ମେଦୁରତା କୁ ରୋକନ୍ତୁ |
  • ଆଦର୍ଶ ଓଜନ ପାଇଁ ବ୍ୟାୟାମ କରନ୍ତୁ ଏବଂ ଶାରୀରିକ ସକ୍ରିୟ ରୁହନ୍ତୁ |
  • ପର୍ଯ୍ୟାପ୍ତ ମାତ୍ରାର ପାଣି ପିଅନ୍ତୁ ଏବଂ ପାନୀୟ ଗ୍ରହଣ କରନ୍ତୁ |

ସୀମା ଏବଂ ପରିବର୍ଜନର ଅଲଗା ଅଲଗା ଅର୍ଥ ଅଟେ | ସୀମା ମାନେ ଆପଣ ଗୋଟେ ପରିସର ରେ ଖାଇବା ଦରକାର ଆଉ ପରିବର୍ଜନ ମାନେ ଦୂର ରହିବ ଦରକାର |

ସୀମା :ଗର୍ଭପାତ ଏବଂ ଅସାମୟିକ ଜନ୍ମ ରୁ ଦୂର ରହିବାକୁ କ୍ୟାଫୀନ୍ ଅନ୍ତର୍ଗହଣ ୨୦୦ mg ପ୍ରତିଦିନ ରୁ ବେଶୀ ହବା କଥା ନୁହେ | ପରିବର୍ଜନ : ମଦ ଏବଂ ତମାଖୁ ନାଭିର ନାଡ଼ ରେ ପସିପାରେ ଏବଂ ଶାରୀରିକ, ଜ୍ଞାନ ଏବଂ ବ୍ୟବହାରିକ ସମସ୍ୟା ସହିତ ସଂଯୁକ୍ତ ଅଛି ; ଜୀବାଣୁ ଥିବା ଖାଦ୍ୟ ରୁ ଖାଦ୍ୟ ବିଷାକ୍ତୀକରଣ : ଲିସ୍ଟେରିଓସିସ, ଲିସ୍ଟେରିଆ ଜୀବାଣୁ ରୁ ହୁଏ ଏବଂ ପରାଶ୍ରୟୀ ରୁ ହେଇଥିବା  ଟାକ୍ସୋପ୍ଲଲାଜ୍ମୋସିସ୍ ; ଅନ୍ଧବିଶ୍ୱାସ | – ନିଜ ସନ୍ତାନ ପାଇଁ ସୁସ୍ଥ ଚୟନ କରନ୍ତୁ |

ଠିକ ପୁଷ୍ଟିକର ପାଇଁ ବହୁତ ଖାଦ୍ୟ କହିହବ ସେଥିପାଇଁ ଗର୍ଭାବସ୍ଥା ବେଳେ ନିଜ ଆଦର୍ଶ ଓଜନ ଉପରେ ଧ୍ୟାନ ଦବା ଦରକାର | ଯଦି ଏକ ମହିଳା ଗର୍ଭଧାରଣ ସମୟ ରେ ଠିକ ଓଜନ ବଢେଇପାରିନାହାନ୍ତି ତାହାଲେ ତାଙ୍କ ସନ୍ତାନ ଭି ଓଜନ ବଢେଇପାରିବନି ଯେଉଁଥିପାଇଁ ବହୁତ ସମସ୍ୟା ହେଇପାରିବ | ଅନୁମୋଦିତ ଓଜନ ରୁ ବେଶୀ ଓଜନ ଆପଣଙ୍କୁ ସୁସ୍ଥ ସନ୍ତାନ ଦବନି, ଓଲଟା ଜନ୍ମ ପରେ ଆପଣ ସେ ଅଧିକ ଓଜନ କମ କରିପାରିବେ ନାହିଁ | ଆପଣଙ୍କ ବିଏମ୍ଆଇ ଅନୁସାରେ ଅନୁମୋଦିତ ଓଜନ ପାଇଁ ଏକ ନିପୁଣ ମଣିଷ ର ପରାମର୍ଶ ନିଅନ୍ତୁ |

ବୟସ ଆଉ ଲିଂଗ ଅନୁସାରେ ଓଜନ (କିଲୋ), ଉଚ୍ଚତା (ସେଣ୍ଟିମିଟର) ଏବଂ ବିଏମ୍ଆଇ ୯୫ ପ୍ରତିଶତ ମୂଲ୍ୟ : ଗ୍ରାମୀୟ ଭାରତ

ବୟସ ଓଜନ (କିଲୋ ) ଉଚ୍ଚତା (ସେଣ୍ଟିମିଟର) ବିଏମ୍ଆଇ
୧୪ ୪୭.୧ ୧୫୭.୦ ୧୯.୧
୧୫ ୪୯.୪  ୧୫୮.୮ ୧୯.୬
୧୬ ୫୧.୩ ୧୫୯.୭ ୨୦.୧
୧୭ ୫୨.୮ ୧୬୦.୨ ୨୦.୬
୧୮ –୧୯ ୫୩.୮ ୧୬୧.୧ ୨୦.୭
୨୦ –୨୪ ୫୪.୮  ୧୬୦.୭ ୨୧.୨
୨୫ –୨୯ ୫୬.୧ ୧୬୧.୦ ୨୧.୬

ଏହା ଦେଖିକି ଖୁସି ଲାଗେ କି ଆପଣଙ୍କ ସନ୍ତାନ ଆଉ ଆପଣଙ୍କ ପାଇଁ ଆପଣଙ୍କ ନିଜ ଲୋଗୋ ବହୁତ ଉତ୍ସାହିତ ଅଛନ୍ତି କିନ୍ତୁ ଏହି ହଲଚଲ ଆପଣଙ୍କ ପାଖକୁ ଭୁଲ ସୂଚନା ପଠେଇପାରେ | ବିଶ୍ୱାସ କରିବା ପୂର୍ବ ରୁ ଚାଲନ୍ତୁ ଦେଖିବା କିଛି କଳ୍ପିତ କଥା ର ସତ୍ୟତା | ଜାଣିଥାନ୍ତୁ କି ସବୁ କଳ୍ପିତ କଥା ର କିଛି ବୈଜ୍ଞାନିକ ବ୍ୟାଖ୍ୟା ଅଛି ଆଉ ଅନ୍ଧବିଶ୍ୱାସି ହେଇକି ଅନୁସରଣ କରିବେ ନାହିଁ |

ଗର୍ଭାବସ୍ଥା ବେଳର କଳ୍ପିତ କଥା

କଲ୍ପିତ କଥା ସତ୍ୟତା
ଗର୍ଭଧାରଣର ସ୍ଥିତିରେ ବାନ୍ତି କରିବା ମାନେ ମୋ ସନ୍ତାନ କୁ ପୁଷ୍ଟିକର ମିଳୁନାହିଁ | ଗର୍ଭଧାରଣ ସମୟ ର ସବୁଠୁ ସାର୍ବଜନିକ ଲକ୍ଷଣ ଯାହା ଆପଣଙ୍କ ଶରୀରରେ ଉଦ୍ଦୀପକ ଜୀବରସର ପରିବର୍ତନ ପାଇଁ ପ୍ରକଟ ହୁଏ |
ପେଟ ଉପରେ ଅଳ୍ପ ରୁ ଅଳ୍ପ ସ୍ପର୍ଶ ଶିଶୁ ପାଇଁ ହାନିକାରକ ଆପଣଙ୍କ ସନ୍ତାନ ଆମନିଅଟିକ ତରଳ ଭିତରେ ସୁରକ୍ଷିତ ଅଛି ଯେଉଁଥିରେ ସେ ବହୁଛି ଏବଂ ନାବାଳକ ଧକ୍କା ବା ଠୋକର ରୁ ବଞ୍ଚିକି ଥାଏ | ତଥାପି, ଯଦି ଆପଣଙ୍କୁ ବିନ୍ଧେ ବା ଯୋନିରୁ ରକ୍ତ ବାହାରେ ତାହାଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |
ବ୍ୟାୟାମ ସନ୍ତାନ ପାଇଁ ହାନିକାରକ ଡାକ୍ତରଙ୍କ ପରାମର୍ଶ ପରେ ନିପୁଣ ବ୍ୟବସାୟିକ ତଳେ ବ୍ୟାୟାମ ଆରମ୍ଭ କରିବା କଥା | ସୁସ୍ଥ ରହିଲେ ସହନଶକ୍ତି ବଢାଏ ଏବଂ ସନ୍ତାନ ପ୍ରସବ ପାଇଁ ପ୍ରସ୍ତୁତ କରେ | ଫୁର୍ତୀ ରେ ଚାଲିବ ସବୁଠୁ ସୁରକ୍ଷିତ ବ୍ୟାୟାମ, ପହଁରିବା, ଶ୍ବସନ ବ୍ୟାୟାମ ଏବଂ ଯୋଗ ଆଉ ତପସ୍ୟା ଭି ଅନୁମୋଦିତ କିନ୍ତୁ ଏହା ସବୁ ଡାକ୍ତରଙ୍କ ପରାମର୍ଶ ନେଇସାରିଲା ପରେ କରିବା କଥା |
ଗର୍ଭବତୀ ମହିଳାଙ୍କର ଯଦି ନୀଚ ପେଟ ଅଛି ତାହାଲେ ପୁଅ ହବ ଏବଂ ମୁଖବ୍ରଣ ହେଲେ ଝିଅ | ଏହା ଲିଙ୍ଗ ଉପରେ ପ୍ରତିବିମ୍ବ  ପକାଏନି | ଦ୍ୱିତୀୟ ଥର ଗର୍ଭଧାରଣ ରେ ପେଟ ତଳକୁ ହେଇପାରେ କାହିଁକିନା ତଳିପେଟ ପେଶୀ ହାଲ୍କା ହେଇକିଥାଏ | ସେହି ପରିକା ବ୍ରଣ ର ଲିଙ୍ଗ ସହିତ କିଛି ଯୋଡ଼ା ନାହିଁ, ଏହା ଉଦ୍ଦୀପିକ ଜୀବରସରେ ପରିବର୍ତ୍ତନ ପାଇଁ ହୁଏ |
ଅମୃତ ଭଣ୍ଡା ଖାଇଲେ ଗର୍ଭପାତ ହେଇଯିବ | କଞ୍ଚା ଅମୃତ ଭଣ୍ଡା ରେ “କାଏମୋପୋପେନ” ଥାଏ ଯେଉଁଥିରେ ଗର୍ଭପାତ ବା ଶୀଘ୍ର ପ୍ରସବ ହେଇପାରେ | କିନ୍ତୁ ପାଚିଲା ଅମୃତ ଭଣ୍ଡା ସୁରକ୍ଷିତ ମାନାଯାଏ | ପାଚିଲା ଅମୃତ ଭଣ୍ଡା ଭିଟାମିନ-ଏ ର ବହୁତ ଭଲ ସ୍ରୋତ |
ଗର୍ଭବତୀ ମହିଳା ଦୁଇଜଣଙ୍କ ପାଇଁ ଖାଇବା ଦରକାର | ସନ୍ତୁଳିତ ଆହାର ଖାଇଲେ ସବୁ ପୁଷ୍ଟିକର ର ଆବଶ୍ୟକତା ପୁରା ହେଇଯିବ | ଗର୍ଭବତୀ ମହିଳାମାନଙ୍କର ଅପେକ୍ଷା ବଢିଯାଏ ତେଣୁ ତାଙ୍କୁ ଟିକେ ଅଧିକ ଏବଂ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା କଥା |

ଚାଲନ୍ତୁ ଦୋହରାଇବା, ଓଜନ ବଢେଇବା ପାଇଁ ଡାକ୍ତରଙ୍କ ପରାମର୍ଶରୁ ଉଚିତ ବ୍ୟାୟାମ ସହିତ ଭଲ ସନ୍ତୁଳିତ ଆହାର ଗ୍ରହଣ କଲେ ଆପଣଙ୍କୁ ସ୍ୱଷ୍ଟ ସନ୍ତାନ ହବ | ଏବେ ରହିଯାଇଛି ଆପଣଙ୍କ ଆରମ୍ଭ ସୂତ୍ରପାତ ଯେଉଁଥିରେ ଆପଣ ଅନୁସରଣ କରିବେକି କଣ ଖାଇବା କଥା ଏବଂ କଣ ଖାଇବା କଥା ନୁହେ | ଏକ ସୁସ୍ଥ ସନ୍ତାନ ଏକ ସୁସ୍ଥ ଗୀର୍ଵାଵସ୍ଥା ରୁ ଆରମ୍ଭ ହୁଏ |