କଣ ମୋ ପିଲା ସଠିକ୍ ଖିର ବା ଖାଦ୍ୟ ପାଉଛି ?

କଣ ମୋ ପିଲା ସଠିକ୍ ଖିର ବା ଖାଦ୍ୟ ପାଉଛି ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଅଧିକାଂଶ ମା ମାନେ ଆବଶ୍ୟକ ପରିମାଣର ଖିର ପ୍ରସ୍ତୁତ କରନ୍ତି ଯାହାକି ତ ପିଲା ପାଇଁ ଉପଯୁକ୍ତ ହୋଇଥାଏ. କେବଳ ୫ ଶତକଡା ମା ମାନେ ଦରକାର ଖିର ପ୍ରସ୍ତୁତ କରିପାରନ୍ତି ନାହି . କିନ୍ତୁ ଯଦି ଆପଣ ନିଶ୍ଚିନ୍ତ ହେବାକୁ ଚାହୁଁଛନ୍ତି ତେବେ ବୟସ୍କା ମାନଂକୁ ପଚାରି ବୁଝନ୍ତୁ କିମ୍ବା ସ୍ବାସ୍ଥ୍ୟ ବିଶେସଂଜ୍ଞଠୁ ପରାମର୍ଶ ନିଅନ୍ତୁ . ସେମାନେ ଆପନଂକୁ ସଠିକ୍ ଉପାୟ କହିପାରିବେ କି କିପରି ଆପଣ ଶିଶୁକୁ ରଖିବେ ଓ ଆପଣ ନିଜେ କିପରି ବସିବେ ସ୍ତନ୍ୟପାନ ସମୟରେ ଓ ପିଲାଟି ସଠିକ୍ ପରିମାଣର ଖାଦ୍ୟ ପାଉଛି .

କିପରି ଜାଣିବେ ଯେ ପିଲାଟି ଠିକ ଭାବେ ଠିକ ସ୍ତାନରେ ରହିଛି ?

ପିଲାଟିର ପାଟି ବଡ଼ ଭାବେ ଖୋଲା ଥିବ ଓ ପାଟି ଖିରରେ ଭାର ଥିବ. ପିଲାର ଚିବୁକ ଆପନଂକ ସ୍ତନ ସହ ଠିକଭାବେ ଲଗୀଛି ଓ ତାର ତଳ ଓଠକୁ ଆପଣ ଦେଖିପାରୁନାହାନ୍ତି  . ଏହା ସହ ନିସ୍ଚିନ୍ତ କରନ୍ତୁ ଯେ ପିଲର ନାକ ଚାପି ହୋଇ ନାହି . ଆପଣ କୌଣସି କଷ୍ଟ ଅନୁଭବ କରୁନାହାନ୍ତି ଯଦିଓ ପ୍ରଥମ କିଛି ସମୟ ବହୁତ୍ ଜୋରେ ଶିଶୁଟି ଖାଇଥାଏ . ଆପଣ ଚୁଚୁକ ଉପରି ଭାଗରେ ଅଧିକା କଳା ଦାଗ ଦେଖିପାରିବେ ତଳଭାଗ ତୁଳନାରେ .

କିପରି ଅଧିକ ଖିର ଯୋଗାଇପାରିବେ ଶିଶୁ ପାଇଁ ?

ଯେ ପର୍ଯ୍ୟନ୍ତ ଶିଶୁଟିର ସଠିକ୍ ସମୟ ନହୋଇଛି ସେ ଯାଏ କୌଣସି ବୋତଲ୍ କିମ୍ବା ଶିଶୁ ଖାଦ୍ୟାର ବ୍ୟବହାର କରନ୍ତୁ ନାହି .ଶିଶୁକୁ ପର୍ଯ୍ୟାପ୍ତ ପରିମାଣର ଖାଇବାକୁ ଦିଅନ୍ତୁ ଯେପର୍ଯ୍ୟନ୍ତ ଆପଣ କିମ୍ବା ଶିଶୁ ଚାହୁଁଛନ୍ତି . ସ୍ତନ୍ୟପାନ ପରେ କିଛି ଖିର ବାହାର କରିବା ଦ୍ବାରା ପରବର୍ତୀ ସମୟ ପାଇଁ ଅନୁକୁଳ ହୋଇଥାଏ ଯାହାକି ସଠିକ୍ ପରିମାଣ ଖିର ପ୍ରସ୍ତୁତରେ ସହାୟକ  ହୁଏ . ପ୍ରତି ଥର ଉଭୟ ସ୍ତନ ଖାଇବାକୁ ଦିଅନ୍ତୁ ଓ ବଳକା ପାଖାଟି ଦିଅନ୍ତୁ ଜହାଠୁ ଆରମ୍ଭ କରିଥିବେ . ପିଲାକୁ ଆପନଂକ ପାଖକୁ ଚର୍ମକୁ ଚର୍ମ ଲଗାଇ ରଖନ୍ତୁ . ଯାହାକି ଆପନଂକୁ ଆରମ୍ଭରେ ଜାଣିବାକୁ ସହଜ ହେବ ଯେ ପିଲାଟି ଖାଇବାକୁ ପ୍ରସ୍ତୁତ ଅଛି କି ନା ଓ ସେ କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହି .

କିଛି ଜିନିଷ ଯାହାକି ଆପନଂକର ସଠିକ୍ ଖିର ନିସୃତ ହେଉଚୀ ବୋଲି ଜାଣିବାରେ ସହାୟକ ହେବ ?

->ଖରାପ୍ ଭାବେ ସ୍ତନ ସହ ସଂଯୋଗ

->ନିୟମିତ ଖାଇବାକୁ ନଦେବା

->ସ୍ତନ୍ୟପାନ ସମୟରେ ମଦ୍ୟପାନ ବା ଧୁମ୍ରପାନ କରିବା

->ପୁର୍ବରୁ ହୋଇଥିବା ସ୍ତନ ସଲ୍ୟ ଚିକିସ୍ଛା ଖାଶ୍ କରି ଯଦି ଚୁଚୁକର ସ୍ତାନ ପରିବର୍ତାନ୍ ହୋଇଥାଏ

->ଶିଶୁଠୁ ଦୁରତା ରକ୍ଷା କରିବା ଦ୍ବାରା କାରଣ ଏହି ସମୟରେ ସେମାନଂକୁ ଅଧିକ ହଟ ଦ୍ବାରା  ଅଂଗ ଭଂଗୀ ଦରକାର

->ଆପଣ କିମ୍ବା ଶିଶୁର ଦେହ ଖରାପ୍ ହେବା

->ସମୟ ପୁର୍ବରୁ ବୋତଲ୍ କିମ୍ବା ଶିଶୁ ଖାଦ୍ୟ ଦେବା

->ଖରାପ୍ ଥିବା ଚୁଚୁକରୁ ଖାଇବାକୁ ଦେବା

->କିଛି ଔଶଧିୟ ଉପଚାର

->ଚାପ ବା ଉଦବେଗ

->ଯଦି ପିଲର ଜିଭ ବାନ୍ଧି ହୋଇଯାଉଥାଏ

ଶିଶୁକୁ କେତେଥର ସ୍ତନ୍ୟପାନ କରାଇବା ଉଚିତ୍ ?

ଏହାର ବିଭିନ୍ନ ପ୍ରକାର ଅଛି . ଯେମିତିକି କିଛି ପିଲା ସବୁବେଳେ ଖାଇବାକୁ ଖୋଜନ୍ତି , ଏହା ଖାଲି କେବଳ ଖାଇବା ପାଇଁ ନୁହ ବରଂ ଖେଳିବା ପାଇଁ ମଧ୍ୟ , ଯେତେବେଳେକି ଅନ୍ୟ ପିଲାମାନେ ଯେତେବେଳେ କବଳ ଭୋକ ଲାଗିଲେ ଖାଇବାକୁ ଖୋଜନ୍ତି .ପ୍ରଥମ ୨୪ ଘଣ୍ଟା ମଧ୍ୟ ପିଲାଟି ବହୁତ ସୋଇପାରେ ତେଣୁ ଏହି ସମୟରେ ବେଶୀ ଖାଇନପାରେ . କିନ୍ତୁ ତାହା ପରେ :

୧ରୁ ୭ ସପ୍ତାହ

ପ୍ରତି 2 ୩ ଘଣ୍ଟାରେ ଥରେ କିମ୍ବା ଦିନକୁ ୧୦ ରୁ ୧୨ ଥର

ଏହା ବହୁତ୍ ଅଧିକା ହୋଇପାରେ . ଏମିତି ଲାଗିପାରେ କି ମା ଜଠେସ୍ଥ ପରିମାଣର ଖିର ପ୍ରସ୍ତୁତ କରିପାରୁଛି କି ନା ? କିନ୍ତୁ ଭୁଲନ୍ତୁ ନାହିକି ଏହି ସମୟରେ  ପିଲାର ପେଟ ବହୁତ୍ ଛୋଟ ଥାଏ . ଯାହା ଦ୍ବାରା ବାରମ୍ବାର ତାକୁ ଖାଇବାକୁ ଦେବା ପଡିଥାଏ .

୧ ରୁ ୫ ମାସ

ପ୍ରତି ୨.୫ ଘଣ୍ଟା ରୁ ୩.୫ ଘଣ୍ଟାରେ ଥରେ କିମ୍ବା ୭ ରୁ 9 ଥର ଦିନକୁ

ଯେହେତୁ ସେ ଧିରେ ଧିରେ ବଡ଼ ହେଇଯାଏ ତେଣୁ ଖାଇବା ମଝିରେ ସମୟ ବଢିଥାଏ ଓ କମ୍ ସମୟରେ ଖାଇବା ପୁର୍ଣ କରିଥାଏ .

୭ ମାସରୁ ଉର୍ଧ

ପ୍ରତି ୫ ରୁ ୬ ଘଣ୍ଟାରେ ଥରେ କିମ୍ବା ଦିନକୁ ୫ ଥର

ଏହି ବୟସରେ ମା ନିଜଠୁ ଦୁର ରଖିବାକୁ ଚେଷ୍ଟା କରେ କାରଣ ଶିଶୁ ଧିରେ ଧିରେ ଅନ୍ୟ ଖାଦ୍ୟ ଖାଇବା ଆରମ୍ଭ କରେ .

କେତେ ପରିମାଣର ବକ୍ଷ ଖିର ଜଣେ ମା କୁ ଉତ୍ତୋଳନ କରିବାକୁ ହେବ ?

ଯଦି ଆପଣ ପିଲା ପାଇଁ ଖିର ଉତୋଳନ କରୁଛନ୍ତି ତେବେ କିଛି ଜାଣିବା କଥା :

ଶିଶୁ ୧ ମାସ ବା ତାଠୁ ସାନ ହୋଇଥିବ ତେବେ ଥରକୁ ୨ରୁ ୩ ଆଉନସ୍ର ଖିର ସହ ଦିନକୁ ୨୦ ରୁ ୨୪ ଆଉନସ୍ ଖିର ଦରକାର . ୬ ମାସ ହେଇଗଲେ ପିଲାକୁ ଦିନକୁ ୨୪ ରୁ ୩୦ ଆଉନସ୍ ଖିର ଦରକାର ହୁଏ ଯାହାକି 7 ରୁ ୮ ଥରରେ ବିଭକ୍ତ ହୋଇଥାଏ . କିନ୍ତୁ ଯଦି ପିଲା ନଚାହୁଁଛି ତେବେ ବାଧ୍ୟ କରି ଦିନକୁ ୩୦ ଆଉନସ୍ ଖିର ଦିଅନ୍ତୁ ନାହି.

ଶିଶୁକୁ କେତେ ଖିର ଦେବେ ସେ ବିଷୟରେ କିଛି ଧାରଣା

ଶିଶୁର ବୟସ କେତେ ଖିର ଖାଇବାକୁ ଦେବେ
ପ୍ରଥମ ଦିନ (୦ ରୁ ୨୪ ଘଣ୍ଟା ) ୭ ମିଲିଗ୍ରାମ
୨ୟ ଦିନ (୨୪ ରୁ ୪୮ ଘଣ୍ଟା ) ୧୪ ମିଲିଗ୍ରାମ
୩ୟ ଦିନ (୪୮ରୁ ୭୨ ଘଣ୍ଟା ) ୩୮ ମିଲିଗ୍ରାମ
୪ଥ ଦିନ (୭୨ ରୁ ୯୬ ଘଣ୍ଟା ) ୫୮ ମିଲିଗ୍ରାମ
୭ମ ଦିନ (୧୪୪ ରୁ ୧୬୮ ଘଣ୍ଟା ) ୬୫ ମିଲିଗ୍ରାମ

ଶିଶୁକୁ ଅଧିକ ଖାଇବାକୁ ଦେଇପାରିବା କି ?

ଯଦି ପିଲାଟି ଶିଶୁ ଖାଦ୍ୟ ଖାଉଥାଏ ତେବେ ଆପଣ ଦେଇପାରିବେ . କିନ୍ତୁ ଯଦି ପିଲାଟି ମା ଖିର ଖାଉଥିବା ପିଲା ଆରମ୍ କରିପାରିବ କିଛି ପରିମାଣ ଖିର ସହ . ଯାହା ଦ୍ବାରା ତାକୁ କମ୍ ପରିମାଣ ଖିର ମିଳିଥାଏ . ଏହି ଜାଗାରେ ଯଦି ବୋତଲ୍ ଖାଉଥିବା ପିଲାକୁ କିଛି ଖିର ଦରକାର ହଉଥିବ ତେବେ ସେ ଅଧିକ ଖାଇଦିଏ କାରଣ ବୋତଲ୍ ଦେଇ ଜଲ୍ଦୀ ଯାଇଥାଏ ଖିର.

କିପରି ମୋ ପିଲାକୁ ବୋତଲ୍ ଦ୍ବାରା ମଧ୍ୟ ଠିକ ପରିମାଣର ଖିର ଦେଇପାରିବି?

ପିଲାକୁ ଧିରେ ଧିରେ ମଝିରେ ମଝିରେ ବ୍ରେକ୍ ଦେଇ ଖାଇବାକୁ ଦିଅନ୍ତୁ . ଯଦି ପିଲାଟି ଜଲ୍ଦୀ ଜଲ୍ଦୀ ଖିର ଖାଉଛି ତେବେ ପ୍ରତି ୧୦ ଢୋକରେ ଥରେ ବ୍ରେକ୍ ଦିଅନ୍ତୁ . ଏହି ଅସୁବିଧା ପ୍ରଥମ କିଛି ମାସ ଭିତରେ ହୋଇଥାଏ . ପିଲା ଯେବେ ଧିରେ ଧିରେ କଠିନ ଖାଦ୍ୟ ଖାଇବା ଆରମ୍ଭ କରେ ମା ଖିର ପରିମାଣ ଦିନକୁ ୩ ରୁ ୪ ଥରକୁ କମିଯାଏ . ଏକ ବର୍ଷରୁ ଅଧିକ ହେଲେ ପିଲାଟି ସମ୍ପୁର୍ଣ ଗଈ ଖିରକୁ ବି ପରିବର୍ତନ ହୋଇଯାଏ . କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଯେପରି ଅଧିକ ଖିର ନଖାଏ ତାକି ତାକୁ ଲୌହ ଅଭାବ ଜନିତ ଅନେମିଆ ରୋଗ ନହୁଏ . ଦିନକୁ ୧୬ ରୁ ୨୪ ଆଉନସ୍ ଖିର ପିଲା ପାଇଁ  ସଠିକ୍ ହେବ . କିନ୍ତୁ ଆପଣ ଏହାକୁ ଜାରୀ ରଖିପାରିବେ ଶିଶୁକୁ ୧ ବର୍ଷ ପରେ . ଯଦିବା ପିଲାକୁ ଅଧିକ ପୋଷଣ ମିଳିଥାଏ ତଥାପି ଖିରରୁ ପିଲାକୁ କ୍ୟାଲୋରୀ , ରୋଗ ପ୍ରତିରୋଧକ ଶକ୍ତି , ଭିଟାମିନ୍ ଇତ୍ୟାଦି ମିଳିଥାଏ .

କିପରି ଜାନିବି ଯେ ମୋ ପିଲା ଆବଶ୍ୟକ ପରିମାଣର ମା ଖିର ମିଳୁଛି କି ନା ?

୧.ଆପନଂକ ବକ୍ଷ କିଛି ହାଲୁକା ଲାଗିବ .

୨. ଶିଶୁଟି ଆରମ୍ ଅନୁଭବ କରେ .

୩.ଶିଶୁଟିର  ଓଜନ ବୃଧି ହୋଇଥାଏ .

ଶିଶୁଟି ଜନ୍ମ ପରେ ପ୍ରାୟତଃ ୭ ଶତକଡା ଓଜନ ହରାଇଥାଏ ଯାହାକି ଧିରେ ଧିରେ ସେ ପୁଣି ଫେରିପାଏ .

କିଛି ସାଧାରଣ ଧାରଣ ସମୁହ :

୧. ଓଜନ ବୃଧି

 ଶିଶୁର ପ୍ରଥମ ୪ ମାସରେ ୬ ରୁ ୮ ଆଉନସ୍ ଓ ୪ ରୁ ୭ ମାସରେ ସପ୍ତାହକୁ ୪ ରୁ ୬ ଆଉନସ୍ ଓଜନ ବୃଧିପାଏ .

୨. ନାପକିନ୍ ପରିବର୍ତନ

 ଶିଶୁଟି ଦିନକୁ ୫ ରୁ ୬ ଟି ନାପକିନ୍ ନଷ୍ଟ କରିବ . କିନ୍ତୁ ପ୍ରଥମ କିଛି ଦିନ ଯେତେବେଳେ ସେ ବହଳିଆ ମା ଖିର ଖାଏ ସେତେବେଳେ ଦିନକୁ ୨ ଥର ନଷ୍ଟ କରେ .

୩. ମଳ

 ପ୍ରଥମ ମାସ ପିଲା ଦିନକୁ ୨ ରୁ ୩ ଥର ମଳ ତ୍ୟାଗ କରିଥାଏ . ଜନ୍ମର ୫ ୭ ଦିନ ପରେ ହଳଦିଆ ରଂଗର ମଳ ତ୍ୟାଗ କରେ . ୪ ରୁ ୬ ମାସ ପରେ ସେ ଯେବେ କଠିନ ଖାଦ୍ୟ ଖାଇବା ଆରମ୍ଭ କରେ ତେବେ ମଳ ତ୍ୟାଗ ଦିନକୁ ଥରେକୁ କମିଆସେ .

୪.ପିଲାଟି ସଠିକ୍ ପରିମାଣ ଖିର ପାଉଛି କି ଣ ଭୋକ ଲାଗିଲା ବେଳେ ?

->ଯଦି ୫ ରୁ ୬ ଦିନ ପରେବି ଶିଶୁ ଓଜନ ହରାଇଚାଲିଥାଏ ତେବେ ଡାକ୍ତର ପରାମର୍ଶ କରନ୍ତୁ .

->ଜନ୍ମର  ଦିନ ପରେ ଯଦି ପିଲାଟି ଦିନକୁ ୬ ରୁ କମ୍ ନାପକିନ୍ ନଷ୍ଟ କରେ ତେବେ .

->୫ ଦିନ ପରେ ଯଦି ଛୋଟ ଓ କଳା ମଳ ହୁଏ .

->ପିଲାର ମୁତ୍ର କଳା ହେବ

->ପିଲାଟି ବାରମ୍ବାର ଶୋଇଯିବ , ଯଥା ଖାଇବାକୁ ବକ୍ଷରେ ଲଗାଉ ଲଗାଉ ଶୋଇଯିବ .

->ଶିଶୁର ପାଟି ଶୁଖିଲା ହୋଇଯିବ .

->ପିଲାଟି ଶନ୍ତୁଷ୍ଟ ଦେଖାଯିବ ନାହି .

->ମା ର ସ୍ତନ ହାଲୁକା ଲାଗିବ ନାହି .

->ଆପଣ ଶିଶୁର ଖାଇବା ସ୍ବର ବହୁତ କମ୍ ଶୁଣିବେ .

କଣ ହେବ ଯଦି ମୋ ପିଲା ଜଠେସ୍ଥ ଖିର ଖାଇପାରେ ନାହି ?

ଯଦି ଶିଶୁଟି ନିର୍ଜଳିକରଣ ର ସାମନା କରୁଥାଏ ତେବେ ସେ ଶିଶୁ ବିକାଶରେ ବହୁତ ଅସୁବିଧା ହୁଏ , ଯାହାକି ବହୁତ ବଡ଼ ଅସୁବିଧା ଅଟେ . ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ଯଥାଶୀଘ୍ର ଡାକ୍ଟର ପରାମର୍ଶ କରନ୍ତୁ .

ନିମ୍ନଲିଖିତ ଗୁଡିକ ଠିକ କାରଣ ନୁହ ଏହା ସବୁକୁ ଅନୁଧ୍ୟାନ କରିବା :

୧. ମା ର ବକ୍ଷ ଖାଲି ଲାଗିବ. କାରଣ ଧିରେ ଧିରେ ସମସ୍ଥ ମା ମନଂକ ବକ୍ଷ ଖାଲି ଲାଗିଥାଏ , ମା ଏହା ସହ ଖାପ ଖୁଆଇ ଚାଲିଥାଏ . କିଛି ମା କେବେ ବି ବକ୍ଷ ପୁର ଥିବା ଅନୁଭବ କରନ୍ତି ନାହି .

୨.ଶିଶୁଟି ପୁର ରାତି ଶୋଇ ରହେ. ଏହା ମନେ ନୁହଯେ ଶିଶୁ ସମ୍ପୁର୍ଣ ଖିର ପାଇଛି , ଏହି କ୍ଷେତ୍ରରେ ଶିଶୁ ଖିର ଆବଶ୍ୟକ ଅନୁସାରେ ପାଇନଥାଏ .

୩.ଶିଶୁଟି ଖାଇବା ପରେ କାନ୍ଦିଥାଏ.

୪.ଶିଶୁଟି ସବୁବେଳେ ଅଧିକ ସମୟ ଯେ ଖାଇଥାଏ . ଏହି କ୍ଷେତ୍ରରେ ଶିଶୁକୁ କିଚି ସମୟ ଦେବ ଦରକାର ମଧ୍ୟ .

୫.କିଛି ମା ସବୁବେଳେ ଅଧିକ ଖିର ଅନୁଭବ କରନ୍ତି , ଏହାର ମାନେ ପିଲାଟି ଖିର ଠିକଶେ ପାଏନାହି .

ଖାଇବା ପରେ ଶିଶୁ ବୋତଲ୍ ଖାଏ , ଏହାର ମାନେ ନୁହଯେ ସେ ଅହୁରୀ ଖିର ଆବସ୍ୟକ କରୁଛି ବା ଭୋକିଲା ଅଛି . ବୋତଲ୍ ସ୍ତନ୍ୟପାନ ସହ ମିଶିବା ଦରକାର କାରଣ ଶିଶୁ ମାନେ ବୋତଲ୍ରୁ ସବୁବେଳେ ଅଧିକ ଖିର ବା ତରଲ ଖାଦ୍ୟା ଖାଇଥାନ୍ତି . ପ୍ରଥମ କିଛି ସପ୍ତାହ ଯେ ଶିଶୁଟି ବାରମ୍ବାର ଶୋଇପଡେ , ଏମିତିକି ତ ପେଟ ନଭରିଥିଲେ ବି . ଯାହାକି ସମୟ ଅନୁସାରେ ପରିବର୍ତନ ହୋଇଥାଏ . ତେଣୁ ଯଥା ସମ୍ଭାବ ଶିଶୁକୁ ନିଜ ସହ ଲଗାଇ ରଖନ୍ତୁ ସ୍ତନ୍ୟପାନ ସମୟରେ .

ଶେଷକଥା :

ନୁତନ ମା ମନେ ଶରବଦା ଚିନ୍ତିତ ଥାନ୍ତି କି ତାଂକ ପିଲା ଠିକ ପରିମାଣ ଖିର ପାଉନାହାନ୍ତି . କିନ୍ତୁ ମା ଖିର ସହ ଅନ୍ୟ କୋଉ ଖିରର ତୁଳନା ନାହି. ତେଣୁ ପ୍ରଥମ ୬ ମାସ ଶିଶୁକୁ କେବଳ ମା ଖିର ଦେବା ଦରକାର . ଏହା ମଧ୍ୟ ଅସମ୍ଭବ କି ପିଲାଟି କେତେ ଖିର ଖାଇଲା ଜାଣିବା ପାଇଁ .

ଆପଣ ସେତେବେଳେ କହିପାରିବେ ଯେ ଶିଶୁଟି ଯଥେଷ୍ଟ ପରିମାଣର ଖିର ପାଉଛି , ଯେତେବେଳେ

->ହାଲୁକା ଓ ସନ୍ତୁଷ୍ଟ ଅନୁଭବ କରେ .

->ଶିଶୁର ଲଗାତର ଭାବେ ଓଜନ ବୃଧି ପାଉଥାଏ  ଓ ଏକ ଶୁସ୍ଥ ଜୀବନ ବିତାଏ .