କେତେବେଳେ ମା ଖିର ଖାଇବାକୁ ଦେବା ବନ୍ଦ କରିବା ?

କେତେବେଳେ ମା ଖିର ଖାଇବାକୁ ଦେବା ବନ୍ଦ କରିବା ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ମା ଖିର ଛଡାଇବା ବା ବନ୍ଦ କରିବା ସାଧାରଣତଃ ସେତେବେଳେ ହୋଇଥାଏ ଯେତେବେଳେ ଶିଶୁଟି କଠିନ ଖାଦ୍ୟ ଖାଇବା ଆରମ୍ଭ କରେ ବିଭିନ୍ନ ପୋଷଣ ପାଇଁ . କଠିନ ଖାଦ୍ୟ , ମା ଖିର ଛଡା ପିଲାର ରୁଚୀ ବଢାଇବା ପାଇଁ ଓ ସମ୍ପୁର୍ଣ ପୋଷଣ ଦେବା ପାଇଁ ଦିଆଯାଇଥାଏ . କାରଣ ବୟସ ବଢିବା ସହ ପିଲାର ପୋଷଣ କେବଳ ମା ଖିରରୁ ସମ୍ପୁର୍ଣ ହୋଇନଥାଏ . କାରଣ ଏହି ସମୟରେ ଶିଶୁର ଶାରୀରିକ ଓ ମାନସିକ ବୃଧି ପାଇଁ ଅଧିକ ପୋଷଣ ଦରକାର ହୁଏ .
ମା ଖିର ବନ୍ଦ କରିବା ଏକ ଧିର ପ୍ରକ୍ରିୟା . ଏଥିରେ ଉଭୟ ମା ଓ ଶିଶୁ ମଧ୍ୟରେ ବୁଝାମଣା ଠିକ ରହିବା ଦରକାର କାରଣ ଗୋଟିଏ ଦିନରେ ଏହା ବନ୍ଦ ହେବ ନାହି କିମ୍ବା ଗୋଟେ ଦିନରେ ସେ କଠିନ ଖାଦ୍ୟର ରୁଚୀ ପସନ୍ଦ କରିବ ନାହି . ଏମିତିକି ଏହି ଖାଦ୍ୟର ବାସନା , ସ୍ବାଦ ଭଲ ଲାଗି ନପାରେ . ସେ ଧିରେ ଧିରେ ଏହା ସହ ମିଶିବ ଓ ଏହାର ସ୍ବାଦ ବିଷୟରେ ଜାଣିବ.କେହି ବି କହି ପାରିବେ ନାହି କି ପିଲାଟି କିପରି ପ୍ରତିକ୍ରିୟା କରିବ , ତେଣୁ ଜଣେ ମା ର ଏହା କର୍ତବ୍ୟ କି ସେ ପିଲାକୁ ଧିରେ ଧିରେ ସବୁ ଖାଇବା ଶିଖେଇବ .
ଖିର ବନ୍ଦ କରିବା କେତେବେଳେ ଆରମ୍ଭ କରିବେ ?
ପ୍ରଥମ ୬ ମାସ ଯେ ଶିଶୁ ମା ଖିର ଓ ଶିଶୁ ଖାଦ୍ୟରୁ ପୋଷଣ ପାଇଥାଏ . କିନ୍ତୁ ଧିରେ ଧିରେ ସମୟ ଅନୁସାରେ ପିଲାଟିକୁ ମା ଖିରକୁ ଛାଡି ଅନ୍ୟ ଖାଦ୍ୟକୁ ଆପଣେଇବାକୁ ପଡିବ ପୋଷଣ ପାଇଁ ଓ ଏହା ବି ଏକ ପ୍ରାକୃତିକ ପ୍ରକ୍ରିୟା ଯାହାକି କିଛି ସମୟ ପରେ ପିଲାଟି ବଡ ହେବା ସହ ହୋଇଥାଏ. ଯଦି ଶିଶୁକୁ ସ୍ତନ୍ୟପାନ ସହ ଆପଣ କିଛି କିଛି ଅନ୍ୟ ଖାଦ୍ୟା ଦେଇପାରନ୍ତି ତେବେ ଏହା ଶିଶୁ ପାଇଁ ସହଜ ହେବ ଖିର ଛାଡି ଅନ୍ୟ ଖାଦ୍ୟରୁ ପୋଷଣ ପାଇବା ପାଇଁ . ଯଦି ଆପଣ ଶିଶୁକୁ ସମୟ ପ୍ରଦାନ କରନ୍ତି ବା ସେ କଠିନ ଖାଦ୍ୟା ଖାଇବା ଯାଏ ଅପେକ୍ଷା କରନ୍ତି ତେବେ ଏହା ତା ପାଇଁ ସହଜ ହେବ ଏହାକୁ ଖାଇବା ପାଇଁ . କିନ୍ତୁ ଏହା ପାଇଁ କିଛି ବ୍ୟସ୍ତ ହେବ ଦରକାର ନାହି କାରଣ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହାକି ପିଲାକୁ ୬ ମାସ ହେଲା ପରେ ଆରମ୍ଭ ହୁଏ .
କଠିନ ଖାଦ୍ୟ ଦେବା ପାଇଁ ଯଦି ୬ ମାସ ଯାଏ ଅପେକ୍ଷା କରିବା ତେବେ ଏହା ସିଶୁ ପାଇଁ ସହଜ ହେବ ଓ ସେ କୌଣସି ଖାଦ୍ୟ ପ୍ରତି ଘୃଣା ଭାବ ପ୍ରକାଶ କରିବାର ସୁଯୋଗ୍ କମ ହୋଇଥାଏ . କାରଣ ଏହା ଶିଶୁକୁ ଯଥେଷ୍ଟ ସମୟ ମିଳିଥାଏ ଶରୀରରେ ହଜମ କାରୀ ଶକ୍ତି ଓ ଅଂଗ ତିଆରି ହେବା ପାଇଁ . କିନ୍ତୁ ଯଦି ଆପଣ ଭାବୁଛନ୍ତି କି ପିଲାଟି ଅଲଗା ଖାଦ୍ୟ ଖାଇବାକୁ ପ୍ରସ୍ତୁତ ହୋଇଗଲାଣି ତେବେ ପ୍ରଥମେ ଡାକ୍ତର ପରାମର୍ଶ କରନ୍ତୁ ଓ ଖାଇବାକୁ ଦିଅନ୍ତୁ . ଔ ଶିଶୁ ଯଦି ସମୟ ଆଗରୁ ଜନ୍ମ ହୋଇଥାଏ ତେବେ ଡାକ୍ତର ପରାମର୍ଶ କରିବା ବାଧ୍ୟତାମୁଳକ .
ପିଲାର କିଛି ପ୍ରତିକ୍ରିୟା ଯାହା ଦର୍ଶାଏ କି ସେ କଠିନ ଖାଦ୍ୟ ପାଇଁ ପ୍ରସ୍ତୁତ ହୋଇଗଲାଣି :
->ପିଲାଟି ଯଦି ଚୌକି ଉପରେ ବସିପାରୁଛି.
->ପିଲାର ବେକ ଓ ମୁଣ୍ଡ ସିଧା ବା ସ୍ଥିର ରହୁଛି .
->ଯଦି ପିଲାଟି ଚାମଚ୍ ପାଖରେ ପାଟି ଖୋଲି ପାରୁଛି .
->ଖାଦ୍ୟ ଚୋବେଇବା ପାଇଁ ପ୍ରସ୍ତୁତ ଥିଲେ .
->ପାଟିରେ ଖାଦ୍ୟ ଧରିବା ପାଇଁ ଯଦି ଆଗ୍ରହ ପ୍ରକାଶ୍ କରୁଥାଏ .
->ଯଦି ସ୍ତନ୍ୟପାନ ବା ଶିଶୁ ଖାଦ୍ୟ ଖାଇବା ପରେ ବି ଭୋକ ଅନୁଭବ କରେ .

କିପରି ଖିର ଛାଡିବାର ପାଖାପାଖି ଯିବେ :
ଏହା ପ୍ରକୃତିକ ଭାବେ ହୋଇପାରେ କିମ୍ବା ମା ଦ୍ବାରା ହୋଇପାରେ . ପ୍ରାକୃତିକ ଉପାୟ ହେଉଛି ଯେତେବେଳେ ପିଲାଟି ନିଜେ ନିଜେ କଠିନ ଖାଦ୍ୟ ଖାଇବା ପାଇଁ ଆଗ୍ରହ ପ୍ରକାଶ୍ କରେ ଓ ତା ସହ କିଛି ଅଳ୍ପ ପରିମାଣର ମା ଖିର ଖାଏ . ମା ଦ୍ବାରା ସେତେବେଳେ ହୁଏ ଯେତେବେଳେ ମା କଠିନ ଖାଦ୍ୟ ଖାଇବାକୁ ଦେଇଥାଏ ଓ ସ୍ତନ୍ୟପାନକୁ ଜାଣି ଜାଣି କମ କରିଦିଏ . ଏହି ଦୁଇଟି ଉପାୟ ପ୍ରକାର ପିଲା ସୃଷ୍ଟି କରେ :
୧.ଯୋଉ ପିଲା ୪ ୬ ମାସ ଆଗରୁ କଠିନ ବା ଅନ୍ୟ ତରଳ ଖାଦ୍ୟ ଖାଇବା ଆରମ୍ଭ କରନ୍ତି ସେମାନେ ବର୍ଷର ବାକି ଭାଗ ଏହା ଉପରେ ନିର୍ଭର କରନ୍ତି ସମସ୍ତ ପୋଷଣ ପାଇଁ କିନ୍ତୁ ଏହା ସହ ମା ଖିର ଉପରେ ବି ନିର୍ଭର କରନ୍ତି କିଛି ଜରୁରୀ ପୋଷଣ ପାଇଁ .
୨.ମା ଦ୍ବାରା କରାଯାଉଥିବା ପିଲାମାନେ ୬ ମାସ ପରେ ଅନ୍ୟ ଖାଦ୍ୟ ଉପରେ ନିର୍ଭର କରନ୍ତି ଓ ଜଲଦୀ ଖିର ଛାଡି ଦିଅନ୍ତି . ଏହି ପିଲାମାନେ ସର୍ବଦା ମା ଠୁ ଦୁରରେ ରହି ଆରମ୍ ଦାୟକ ଜିନିସ ସହ ରୁହନ୍ତି .
କିନ୍ତୁ ଆପଣ ଯଦି ଖିର ଛଡାଇବାକୁ ଚାହୁଁ ନାହାନ୍ତି ତେବେ 9 ମାସ ପରେ ଏମତି ବି ସମୟ ଅସିପାରେ ଯାହାକି ଏହି ସମ୍ପର୍କ ବା ବନ୍ଧନ ଖରାପ ନହେଉ . ଯଦି ଆପଣ ପିଲର ସଠିକ୍ ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ଏହି ସମୟରେ ପିଲାକୁ ଦିନକୁ କିଛି ସମୟ ଖିର ଖାଇବାକୁ ଦିଅନ୍ତୁ ଓ ତ ସହ ଅନ୍ୟ ଖାଦ୍ୟ ବି ଦିଅନ୍ତୁ .
ଖିର ଛଡାଇବା ପାଇଁ ଏକ ୩ଦିନିଆ ଅଭ୍ୟାସ :
ଦିନ
ପରିମାଣ
ସମୟ
ପ୍ରଥମ ଦିନ
୧ବଡ଼ ଚାମଚ୍
ମଧ୍ୟାନ ଭୋଜନ
ଦ୍ବିତୀୟ ଦିନ
୨ ବଡ଼ ଚାମଚ୍
ମଧ୍ୟାନ ଭୋଜନ, ସଖାଳ ଜଲିଖିଆ
ତୃତୀୟ ଦିନ
୩ ବଡ଼ ଚାମଚ୍
ମଧ୍ୟାନ ଭୋଜନ ସଖାଳ ଜଲିଖିଆ

ଯେପରି ଏଠାରେ ଅନ୍ୟ ଖାଦ୍ୟର ପରିମାଣ ଧିରେ ଧିରେ ବଢୁଛି ତେଣୁ ଆପନଂକୁ ମା ହିସାବରେ ଅପେକ୍ଷା କରିବାକୁ ପଡିବ . କେବେବି ଜଲଦୀ ଜଲଦୀରେ ଅଧିକ କଠିନ ଖାଦ୍ୟ ଦିଅନ୍ତୁ ନାହି ଯାହାକି ସେ ଭଲଭାବେ ଜାଣି ନାହି . ଏହି ଜାଗାରେ କିଛି ମାତ୍ରାରୁ ଆରମ୍ଭ କରନ୍ତୁ ଓ ଧିରେ ଧିରେ ପରିମାଣ ବଢାନ୍ତୁ ଯେ ପର୍ଯ୍ୟନ୍ତ ପିଲାଟି ଏହି ଖାଦ୍ୟ ସବୁ ସହ ଜଣାଶୁଣ ନହୋଇଛି . ନୁତନ ଖାଦ୍ୟ ସର୍ବଦା ସଖାଳ ଜଲିଖିଆ କିମ୍ବା ମଧ୍ୟାନ ଭୋଜନରେ ଦିଅନ୍ତୁ ତାକି ଆପଣ ଏହାର ପ୍ରତିକ୍ରିୟା ଶିଶୁ ଉପରେ ଦେଖିପାରିବେ ବା ଜାନିପାରିବେ ଯାହାକି ରାତି ସମୟରେ ସମ୍ଭବ ନୁହ .
କୋଉ କଠିନ ଖାଦ୍ୟ ବା ଅନ୍ୟ ଖାଦ୍ୟରୁ ଆରମ୍ଭ କରିବେ ?
->କଦଳୀ ଚକଟା
->ସିଝା ସେଓ ବା ଫଳ
->ଭଲଭାବେ ସିଝା ଓ ଚକଟା ହୋଇଥିବା ପନିପରିବା ଯଥା ଗାଜର୍, ଆଲୁ, କଖାରୁ ଇତ୍ୟାଦି .
->ଡାଲି ସୁପ୍ ବା ସିଝା .
->ଚାଉଳ ପାଣି .
->ସିଝା ଓ ଚକତା ଫଳ .
->ଘରେ ତିଆରି ପନିପରିବା ସୁପ୍ .
ସାପ୍ତାହିକ ଉପାୟ ଯାହାକି ୬ ମାସରୁ ଉର୍ଧ ପିଲାକୁ ଖାଇବାକୁ ଦେବ ଯାହାକି ଖିର ଛଡେଇବାରେ :
ଆପଣ ଏହି ଖାଦ୍ୟ ସାରଣୀ ଅବଲମ୍ବନ କରିପାରିବେ କିମ୍ବା ନିଜ ଏକ ସାରଣୀ ପ୍ରସ୍ତୁତ କରିପାରିବେ ଯାହାକି ଶିଶୁର ଖାଦ୍ୟ କୁ ପିଲାଟୀ ପସନ୍ଦ କରୁଥିବ .
ଏକ ୬ ମାସର ଶିଶୁ ପାଇଁ ଖାଦ୍ୟା ସାରଣୀ –ପ୍ରଥମ ସପ୍ତାହ

୧ମ ଦିନ
୨ୟ ଦିନ
୩ୟ ଦିନ
୪ଥ ଦିନ
୫ମ ଦିନ
୬ଦିନ
୭ମ ଦିନ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୯ .୩୦
ସିଝା ସେଓ (୧ ଚାମଚ୍ )
ସିଝା ସେଓ (୨ ଚାମଚ୍ )
ସିଝା ସେଓ (୩ ଚାମଚ୍)
ଗାଜର୍ ସିଝା (୧ ଚାମଚ୍ )
ଗାଜର୍ ସିଝା (୨ ଚାମଚ୍ )
ଗାଜର୍ ସିଝା (୩ ଚାମଚ୍)
ଗାଜର୍ ସିଝା
୧୧.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୧୨.୦୦
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
୦୧.୦୦
ମା ଖିର / ଖାଦ୍ୟ ସୁତ୍ର
ସିଝା ସେଓ (୨ ଚାମଚ୍ )
ସିଝା ସେଓ (୩ ଚାମଚ୍)
ସିଝା ସେଓ
ସିଝା ସେଓ
ସିଝା ସେଓ
ସିଝା ସେଓ
୩.୩୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୪.୦୦
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
୬.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୮.୧୫
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ

ପ୍ରଥମ ସପ୍ତାହ :
ଏହି ସମୟରେ ୩ ଦିନିଆ ଅଭ୍ୟାସ କରନ୍ତୁ କାରଣ ଏହି ସମୟରେ ଆପଣ ମା ଖିର ଛଡା ଅନ୍ୟ ଖାଦ୍ୟ ଦେବା ଆରମ୍ଭ କରୁଛନ୍ତି ତେଣୁ ସ୍ବଳ୍ପ ପରିମାଣର ଦେବା ଉଚିତ୍ ହେବ .
ଏକ ୬ ମାସର ଶିଶୁ ପାଇଁ ଖାଦ୍ୟା ସାରଣୀ –ଦ୍ବିତୀୟ ସପ୍ତାହ

୧ମ ଦିନ
୨ୟ ଦିନ
୩ୟ ଦିନ
୪ଥ ଦିନ
୫ମ ଦିନ
୬ଦିନ
୭ମ ଦିନ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୯ .୩୦
ସିଝା ସେଓ
କଦଳୀ ଚକଟା
କଦଳୀ ଚକଟା
ମଟର ସିଝା
ସୁଜି ଖିରି
ସୁଜି ଖିରି
ଗାଜର ଚକଟା
୧୧.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୧୨.୦୦
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
୦୧.୦୦
ସୁଜି ଖିରି
ସୁଜି ଖିରି
ସୁଜି ଖିରି
ସିଝା ଡାଲି ବା ଡାଲି ପାଣି
ସିଝା ଡାଲି ବା ଡାଲି ପାଣି
ସିଝା ଡାଲି ବା ଡାଲି ପାଣି
ସୁଜି ଖିରି
୩.୩୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୪.୦୦
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
୬.୦୦
ଗାଜର୍ ଜୁସ୍
ଗାଜର୍ ଜୁସ୍
ସିଝା ସେଓ
ଗାଜର୍ ଜୁସ୍
ସିଝା ସେଓ
କଦଳୀ ଚକଟା
ସିଝା ସେଓ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୮.୧୫
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ

ଦ୍ବିତୀୟ ସପ୍ତାହ :
ଯେହେତୁ ୨ଟି ଅର୍ଧ ତରଳ ଖାଦ୍ୟ ଶିଶୁକୁ ଦେବା ପରେବି କୌଣସି ପ୍ରତିକ୍ରିୟା ନାହି ତେଣୁ ଆପଣ ଆଉ ୨ଟି ଦେଇପାରିବେ . କିନ୍ତୁ ଶିଶୁର କାର୍ଯ୍ୟ ସମୟ ସଠିକ୍ ରଖନ୍ତୁ ଯେପରିକି ଖାଇବା ଓ ସୋଇଵ ସମୟ କାରଣ ଯଦି ଏ ସବୁ ଠିକ ସମୟରେ ହୋଇଗଲା ତେବେ ଆପନଂକ କମ ଅଧା ସରିଗଲା ବୋଲି ଜାଣନ୍ତୁ .
ଏକ ୬ ମାସର ଶିଶୁ ପାଇଁ ଖାଦ୍ୟା ସାରଣୀ –ତୃତୀୟ ସପ୍ତାହ

୧ମ ଦିନ
୨ୟ ଦିନ
୩ୟ ଦିନ
୪ଥ ଦିନ
୫ମ ଦିନ
୬ଦିନ
୭ମ ଦିନ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୯.୩୦
କଦଳୀ ଚକଟା
ସିଝା ସେଓ
କଦଳୀ ଚକଟା
ଚିକୁ ପୁରୀ
ଚିକୁ ପୁରୀ
ଚିକୁ ପୁରୀ
ସିଝା ଭାତ
୧୧.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୧୨.୦୦
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
୧.୦୦
ସିଝା ଭାତ
ସିଝା ଭାତ
ସିଝା ଭାତ
ସୁଜି ଖିରି
କଦଳୀ ଚକଟା
ସିଝା ମଟର୍
ସୁଜି ଖିରି
୩.୩୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୪.୦୦
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
୬.୦୦
ସିଝା ଡାଲି ବା ଡାଲି ପାଣି
ସିଝା ଡାଲି ବା ଡାଲି ପାଣି
ଗାଜର୍ ସିଝା ବା ସୁପ
ଗାଜର୍ ସିଝା ବା ସୁପ୍
ସିଝା ସେଓ
କଦଳୀ ଚକଟା
ଚିକୁ ପୁରୀ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୮.୧୫
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ

ତୃତୀୟ ସପ୍ତାହ :
ଏହି ସମୟ ଶେଷ ସୁଧା ପିଲାକୁ ୬ତି ନୁତନ ଖାଦ୍ୟ ଦିଆସରିଛି . ଏବେ ଦେଖାନ୍ତୁ କେତେଟା ପିଲାକୁ ଭଲ ଲାଗୁଛି କେତେଟା ଭାଲ ଲାଗୁନାହୀ . ଏହି କ୍ଷେତ୍ରରେ ପିଲାକୁ କୌଣସି ପ୍ରକାର୍ ବାଧ୍ୟ କରନ୍ତୁ ନାହି ବରଂ ଅପେକ୍ଷା କରନ୍ତୁ ଓ ମନେ ରଖନ୍ତୁ ପିଲାର କୋଉ ଖାଦ୍ୟ ପ୍ରତି ଅଧିକ ରୁଚି ହେଉଚୀ .

ଏକ ୬ ମାସର ଶିଶୁ ପାଇଁ ଖାଦ୍ୟା ସାରଣୀ –ଚତୁର୍ଥ ସପ୍ତାହ

୧ମ ଦିନ
୨ୟ ଦିନ
୩ୟ ଦିନ
୪ଥ ଦିନ
୫ମ ଦିନ
୬ଦିନ
୭ମ ଦିନ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୯.୩୦
ସିଝା ଭାତ
ସିଝା ଭାତ
ସିଝା ଭାତ
କଖାରୁ ସିଝା ବା ଭର୍ତା
କଖାରୁ ସିଝା ବା ଭର୍ତା
କଖାରୁ ସିଝା ବା ଭର୍ତା
ଗହମ ବା ତନ୍ତୁ ଜାତୀୟ ଖାଦ୍ୟ
୧୧.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୧୨.୦୦
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
୧.୦୦
ସିଝା ଆଳୁ ଭର୍ତା
ସିଝା ଆଳୁ ଭର୍ତା
ସିଝା ଆଳୁ ଭର୍ତା
ଡାଲି ପାଣି ବା ସୋଇଵ ସମୟ
ଭାତ ପାଣି
ସିଝା ମଟର୍
ସିଝା ଆଳୁ ଭର୍ତା
୩.୩୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୪.୦୦
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
ବିଶ୍ରାମ ସମୟ
୬.୦୦
ସିଝା ସେଓ
ସିଝା ଡାଲି ବା ଡାଲି ପାଣି
ଗାଜର୍ ସିଝା ବା ସୁପ
ଗାଜର୍ ସିଝା ବା ସୁପ୍
ଚିକୁ ପୁରୀ
କଦଳୀ ଚକଟା
ଚିକୁ ପୁରୀ
୮.୦୦
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
ମା ଖିର / ଖାଦ୍ୟ ସୁତ୍ର
୮.୧୫
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ
ଶୋଇବା ସମୟ

ଚତୁର୍ଥ ସପ୍ତାହ :
ଏବେ ଆପଣ ଚତୁର୍ଥ ସପ୍ତାହରେ ପହଚିଛନ୍ତି . ସର୍ବମୋଟ୍ ୮ତି ଖାଦ୍ୟ ଦେଇସାରିଲେଣି . ବର୍ତମାନ୍ ଯାଏ ପିଲାଟି କଠିନ ଖାଦ୍ୟ ଗ୍ରହଣ କରିସାରିଲେଣି . ତେଣୁ ଆପଣ ଯେତେବେଳେ ଚାହିଁବେ ତାକୁ ତାର ଦରକାର ଅନୁସାରେ ଖାଇବା ଦେଇପାରିବେ .
ଏହି ୪ ସପ୍ତାହ ସମୟରେ ୮ତି ନୁତାନ୍ ଖାଦ୍ୟ ଖାଇବା ପରେ ବହୁତ୍ ପିଲା ଆଲର୍ଜୀ ପଣ ଦେଖାନ୍ତି କିଛି ଖାଦ୍ୟା ପ୍ରତି . ସେଥିରୁ କିଛି ଲକ୍ଷଣ ହେଲା :
->ନାକରୁ ପାଣି ଗଳିବା
->ଚର୍ମ ରୋଗ ବା କୁଂଡିଆ
->ପେଟ କାଟିବା ବା ବିନ୍ଧିବା
->ପିଲାଟିକୁ ଅସୁବିଧା ହେବା
->ଅଖାଡୁଆ ବା ଅଜବ୍ କାମ କରିବା
->ତରଳ ଝାଡା
->ବାନ୍ତି
ଯଦି ପିଲାଟି କୌଣସି ନିରଧିଷ୍ଟ ଖାଦ୍ୟ ଖାଇବା ଦ୍ବାରା ଯଦି ଆଲର୍ଜୀ ଦେଖାଦିଏ ତେବେ ଡାକ୍ତର ପରାମର୍ଶ କରନ୍ତୁ ଓ ସେ ଖାଦ୍ୟ ଦେବା ବନ୍ଦ କରିଦିଅନ୍ତୁ .
ମା ଖିର ବନ୍ଦ କରିବା କୌଣସି ବଡ଼ କାମ ନୁହେ କିନ୍ତୁ ପ୍ରାକୃତିକ ଉପାୟରେ ହେବା ଉଭୟଂକ ପାଇଁ ଫଳପ୍ରଦ ହେବ ଏକ ଖାଶ୍ ବନ୍ଧନର ମୁଲଦୁଆ ପକାଇବା ପାଇଁ . ତରତର ହେବା ଦ୍ବାରା କିଛି ଲାଭ ହେବ ନାହି ବରୋଂଗ ଧିରେ ପାଣି ପଥର କାଟେ ଭଳି ଏହା ମଧ୍ୟ ଲାଭଦାୟକ ହେବ . କିନ୍ତୁ ଯଦି ଆପଣ ଧିରେ ଧିରେ ସବୁ ଲକ୍ଷଣ ପିଲାର ଜନ୍ମ ହେବା ପୁର୍ବରୁ , ସମୟରେ ବା ପରେ ପିଲାମାନେ ନିଜକୁ ଏକଭଳି ଆଗୁଆ ହେବ ଓ ଏହା ଏକ ପ୍ରାକୃତିକ ଉପାୟ ଯାହାକି ଧିରେ ଧିରେ ହୋଇଥାଏ ତେଣୁ ଜଲଦୀ ଜଲଦୀରେ ତରତର ହେବ ଆବଶ୍ୟକତା ନାହି .