ଗର୍ଭାବସ୍ଥା ଏବଂ ଆହାର

ଗର୍ଭାବସ୍ଥା ଏବଂ ଆହାର

 

ସୁସ୍ଥ ଖାଦ୍ୟ ଖାଇବା ଗୋଟେ ଆବଶ୍ୟକତା ଏବଂ ଗର୍ଭବତୀ ଅବସ୍ଥା ରେ ମହିଳା ମାନଙ୍କୁ ସୁସ୍ଥ ଖାଦ୍ୟ ଉପରେ ଯତେଷ୍ଠ ଗୁରୁତ୍ୱ ଦବା ଦରକାର | ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀର ରେ ବିଭିନ୍ନ ପ୍ରକାରର ଉଦ୍ଦୀପକ ଜୀବରସ ରେ ପରିବର୍ତନ ହେଇଥାଏ ସେଥିପାଇଁ ଶରୀର ଅନେକ ପ୍ରକାରର ସ୍ଥୂଳ ପୁଷ୍ଟିକର ଦରକାର କରିଥାଏ |

ସ୍ଥୂଳ ପୁଷ୍ଟିକର ସେଇ ପୁଷ୍ଟିକର ଯାହା ଶରୀର କୁ ବହୁତ ମାତ୍ରା ରେ ଦରକାର ହେଇଥାଏ,ଶକ୍ତି ଦେବା ପାଇଁ ପ୍ରୟୋଗ ହେଇଥାଏ ଏବଂ କ୍ରାନ୍ତୀୟ ପ୍ରକାର୍ଯ୍ଯ ଆଉ ବୃଦ୍ଧି ବନାଇ ରଖିଥାଏ | ଗର୍ଭାବସ୍ଥା ସମୟରେ ଅଧିକ ମାତ୍ରା ର ସ୍ଥୂଳ ପୁଷ୍ଟିକର ମା ଏବଂ ବିକାଶଶୀଳ ଜରାୟୁ ର ଅଚର ଏବଂ ସୁସ୍ଥ ବୃଦ୍ଧି କୁ ବନାଇ ରଖିବା ପାଇଁ ଦରକାର |

ସ୍ଥୂଳ ପୁଷ୍ଟିକର ର ଦାବି ଗର୍ଭାବସ୍ଥା ସମୟରେ ବଢ଼ିଚାଲିଥାଏ ଜୋ ସମୟରେ ଜରାୟୁ ର ବୃଦ୍ଧି ବିକାଶ ହୁଏ | ଅତଃ ସ୍ଥୂଳ ପୁଷ୍ଟିକର ର ଅଚର ଯୋଗାଣ ମା ର ସ୍ୱାସ୍ଥ୍ୟ ଏବଂ ସୁସ୍ଥ ପିଲା ର ବିକାଶ ପାଇଁ ଦରକାର | ଏହି ଆବଶ୍ୟକ ପୁଷ୍ଟିକର ସହଜରେ ଫଳ, ପରିବା, ମାଂସ ଆଦି ରୁ ପାଇପାରିବେ | ଗର୍ଭବତୀ ମହିଳା ମାନଙ୍କୁ ବିକ୍ରି ହେଇଥିବା ଖାଦ୍ୟ ରୁ ଦୂର ରହିବ କଥା କାରଣ ସେ ସବୁରେ ପୁଷ୍ଟିକର ଅଂଶ ବହୁତ କମ |

ଏ ନିବନ୍ଧ ରେ ମୁଖ୍ୟ ସ୍ଥୂଳ ପୁଷ୍ଟିକର ଏବଂ ଖାଦ୍ୟ ବିଷୟରେ ଲେଖା ହେଇଚି ଯାହା ଗର୍ଭାବସ୍ଥା ସମୟ ରେ ସହଜ ରେ ଦେଇହବ |

ପୁଷ୍ଟିସାର  

ସ୍ଥୂଳ ପୁଷ୍ଟିକର ଭିତରୁ ପୁଷ୍ଟିସାର ଗର୍ଭବତୀ ମହିଳାଙ୍କ ପାଇଁ ଭଲ | ପୁଷ୍ଟିସାର ସଂଶ୍ଳେଷଣ କୁ ସାହାରା ଦେବା ପାଇଁ ପୁଷ୍ଟିସାରର ଦାବି ନିରଂତର ବଢିଚାଲିଥାଏ ଯାହା ମାତୃକ ଟିସୁ ଏବଂ ଜରାୟୁର ବୃଦ୍ଧି ବନାଇ ରଖିଥାଏ, ବିଶେଷତଃ ତୃତୀୟ ତ୍ରିମାସ ରେ |

ପୁଷ୍ଟିସାର ଆମିନୋ ଆସିଡ୍ ରୁ ଗଠିତ ଯାହା ଆମ ଶରୀରର କୋଷିକାର ନିର୍ମିତ ପ୍ରତିବନ୍ଧ | ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିସାର ଅନୁମୋଦିତ ଦୈନିକ ଭତ୍ତା ୭୫ -୧୦୦ gm | ନିଆଯିବା ପୁଷ୍ଟିସାରର ମାତ୍ରା ଅନେକ କାରକ ଯେମିତିକି ବୟସ,ଓଜନ ବା ଭୌତିକ କ୍ରିୟାରୁ ନିର୍ଦ୍ଧାରିତ ହେଇପାରିବ | ଗର୍ଭାବସ୍ଥା ସମୟରେ ମହିଳା ମାନେ ପ୍ରତି ୧ kg ପାଇଁ ୧ gm ପୁଷ୍ଟିସାର ନେଇପାରିବେ |

ଗାଈ ମାଂସ, ଘୁଷୁରି ମାଂସ, ମାଛ, ଦୁଗ୍ଧଶାଳା ଉତ୍ପାଦ ଗୁଡିକ, ବାଦାମ, କୁକୁଡ଼ା ମାଂସ ଏବଂ ଅଣ୍ଡା ରୁ ପୁଷ୍ଟିସାର ମିଳେ |

ଶ୍ବେତସାର    

ଶ୍ବେତସାର ଶରୀରର ପ୍ରାଥମିକ ଶକ୍ତିର ସ୍ରୋତ | କେଭେ କେଭେ ଶରୀର ଶକ୍ତି ପାଇଁ ପୁଷ୍ଟିସାର ଏବଂ ମେଦ କୁ ଜୀର୍ଣ୍ଣ କରିଦିଏ, ଏହା ଅନୁମୋଦିତ କରାଯାଏ କି ୪୫-୬୦ % ଶରୀରର କାଲୋରୀ ଗୁଡିକ ଶ୍ବେତସାରରୁ ପ୍ରାପ୍ତ କରିବା କଥା | ଶ୍ବେତସାରର ଅନୁମୋଦିତ ଦୈନିକ ଭତ୍ତା ୧୭ gm | ଗର୍ଭବତୀ ମହିଳାମାନଙ୍କୁ ମନ୍ତ୍ରଣା ଦିଆଯାଉଛି କି ଶ୍ବେତସାର ବିକ୍ରି ଖାଦ୍ୟ କୁ ଛାଡି  ପ୍ରାକୃତିକ ସ୍ରୋତ ରୁ ନେବା ଠିକ ଯେମିତି ଫଳ ଏବଂ ଭୁଷିଯୁକ୍ତ ଗହମର ଖାଦ୍ୟ | ପ୍ରାକୃତିକ ଖାଦ୍ୟ ରୁ ଶକ୍ତି ସହିତ ଫାଇବର ଏବଂ ଖଣିଜ ବି ମିଳିବ ଯେବେ କି ବିକ୍ରି ଖାଦ୍ୟ ରେ କିଛି ଗୁଣ ନାହିଁ |

 ଗର୍ଭାବସ୍ଥା ସମୟରେ ଶକ୍ତି ଉତ୍ପାଦନ ପାଇଁ ଶ୍ବେତସାର ସ୍ୱାସ୍ଥ୍ୟ ଭଙ୍ଗ କରେ କାରଣ ମା ହିଁ ଏକ ଶକ୍ତି ର ସ୍ରୋତ | ଉଦାହରଣ ରେ, ବିକାଶଶୀଳ ଜରାୟୁ ହାରାହାରି ୪-୬ mg ଗ୍ଲୁକୋଜ ପ୍ରତି କିଲୋ ପ୍ରତି ମିନଟ ପ୍ରୟୋଗ କରେ ଯାହା ପ୍ରୌଢ଼ ମାନଙ୍କଠୁ ତୁଳନା କଲେ ଅଧିକ ଅଛି | ତେଣୁ, ଗର୍ଭାବସ୍ଥା ମହିଳାମାନେ କିଛି କାର୍ଯ୍ୟ ପାଇଁ ଅଧିକ ଶକ୍ତି ପ୍ରୟୋଗ କରିବେ ଆଉ ଜରାୟୁକୁ ବୃଦ୍ଧି ପାଇଁ ଅଧିକ ଶକ୍ତି ଦରକାର ହବ |

ଶ୍ବେତସାରର ଅନୁମୋଦିତ ସ୍ରୋତ ହେଲା ଫଳ, ପାରିବ ଏବଂ ଅଖଣ୍ଡ ଖାଦ୍ୟ |

ମେଦ

ମେଦ ଶରୀରର ଦ୍ବିତୀୟକ ଶକ୍ତିର ସ୍ରୋତ ଏବଂ ଏକ ଗଚ୍ଛିତ ରୂପର ଶକ୍ତି | କୋଷିକା ଏବଂ କୋଷିକା ଅଙ୍ଗିକା ଗୁଡିକର ଗଢଣସମ୍ବନ୍ଧୀରେ ମେଦର ଗୁରୁତ୍ୱପୁର୍ଣ୍ଣ ଭୂମିକା ଅଛି | ଅତଃ ମାତୃକ ଏବଂ ଜରାୟୁର ଟିସୁର ବିକାଶ ପାଇଁ ମେଦ ଦରକାର ହୁଏ | ମେଦ ଶରୀରର ମହତ୍ୱପୂର୍ଣ୍ଣ ଜନନେନ୍ଦ୍ରିୟ ପାଇଁ ସଂରକ୍ଷକ ପ୍ୟାଡିଙ୍ଗ୍ ଭଳିଆ କାମ ଦିଏ ଏବଂ ପ୍ରଘାତରୁ ସୁରକ୍ଷିତ ରଖେ | ମେଦ ରୋଧକ ପରି କାମ ଦେଇ ଶରୀରର ତାପମାନ ବନାଇ ରଖିଥାଏ |

ମେଦ ର ଦୁଇଟି ମୁଖ୍ୟ ଶ୍ରେଣୀ ଅଛି ଯେପରିକି ପରିତୃପ୍ତ ମେଦ ଯାହା ପଶୁ ମାନଙ୍କଠୁ ମିଳେ ଏବଂ ଅସଂତୃପ୍ତ ମେଦ ଯାହା ସମୁଦ୍ରରୁ ମିଳିଥିବା ଖାଦ୍ୟ ଆଉ ଗଛରୁ ମିଳିଥିବା ଖାଦ୍ୟ ରୁ ମିଳେ | ଅଧିକ ମାତ୍ରରେ ପରିତୃପ୍ତି ମେଦ ପ୍ରାପ୍ତ କରିବା ଶରୀରକୁ ବିପଦରେ ପକେଇବା ଯେମିତି ମଧୁମେହ ରୋଗ, ମେଦୁରତା ଏବଂ ଉଚ୍ଚସ୍ତରୀୟ ରକ୍ତ ଚାପ ସହିତ ସହଯୋଗ କରାଯାଇଛି |

ମେଦର ଅନୁମୋଦିତ ଦୈନିକ ଭତ୍ତା ୩୦୦ mg |ଏହା ଅନୁମୋଦିତକି ପ୍ରତିଦିନର ଦୁଇ-ତୃତୀୟ ମେଦର ଅଂଶ ଗଛ ରୁ ମିଳିଥିବା ଖାଦ୍ୟ ଏବଂ ତୃତୀୟ ଅଂଶ ପରିତୃପ୍ତି ସ୍ରୋତ ଗୁଡିକରୁ ନେବା କଥା | ପରିତୃପ୍ତି ମେଦ ନେବା ଅସୁସ୍ଥ କୁହାଯାଏ କିନ୍ତୁ ମେଦ ମୁକ୍ତ ରହିବା ମେଦାମ୍ଳ ଅଳ୍ପତା ସହିତ ସହଯୋଗ କରାଯାଇଛି |ଓ଼ମେଗା ୩ ପରି ଆବଶ୍ୟକ ମେଦ ମସ୍ତିଷ୍କ ପ୍ରକାର୍ଯ୍ୟ, କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଏବଂ ରୋଧକ୍ଷମତା ପାଇଁ ମହତ୍ୱପୂର୍ଣ୍ଣ |

ପରିତୃପ୍ତ ମେଦର ସ୍ରୋତ ଭିତରେ ମାଂସ, ଦୁଗ୍ଧଶାଳା ଉତ୍ପାଦ ଏବଂ ଅଣ୍ଡା ଆଉ ଅସଂତୃପ୍ତ ମେଦର ସ୍ରୋତ ଭିତରେ ସମୁଦ୍ର ରେ ମିଳୁଥିବା ଖାଦ୍ୟ,ବାଦାମ, ବୃକ୍ଷ ଏବଂ ଏଭୋକାଡୋ ଆସେ |

କାଲସିଅମ୍

କାଲସିଅମ୍ ମା ଏବଂ ଜରାୟୁ ର ସୁସ୍ଥ ହାଡର ବିକାଶ ପାଇଁ ଆବଶ୍ୟକ | ଏହା ସ୍ନାୟୁତନ୍ତ୍ର,ପେଶୀୟ ଏବଂ ପରିସଞ୍ଚରଣ ତନ୍ତ୍ରର ସାମାନ୍ୟ ପ୍ରକାର୍ଯ୍ୟ ବି ମଧ୍ୟ ସୁନିଶ୍ଚିତ କରେ |  କାଲସିଅମ୍ ଗର୍ଭାବସ୍ଥା ସମୟ ରେ ଉଚ୍ଚ ରକ୍ତ ଚାପ କୁ ନିବାରଣ କରିଥାଏ  | ଗର୍ଭବତୀ ମହିଳାଙ୍କ ପାଇଁ ଅନୁମୋଦିତ ଦୈନିକ ଭତ୍ତା ୧୦୦୦ mg ଆଉ ୨୫୦୦ mg ରୁ ଅଧିକ ହବାକଥା ନୁହଁ |

କାଲସିଅମ୍ ର ସ୍ରୋତ ହେଲା ଉଲ୍ କୋବି ର ପତ୍ର, ବନ୍ଧା କୋବି,ବାଦାମ,ସାଲମନ୍ ମାଛ ଏବଂ ଦୁଗ୍ଧଶାଳା ଉତ୍ପାଦ ଯେମିତିକି କ୍ଷୀର, ଦହି ଆଦି |